ମୟୂରଭଞ୍ଜରୁ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ
ପଜିଟିଭ ସଂଖ୍ୟା ୩୨୭ : ସୁସ୍ଥ ସଂଖ୍ୟା ୨୨୦, ସକ୍ରିୟ ସଂଖ୍ୟା ୧୦୫
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା-୧, ବେତନଟୀ-୧, ବିଜାତଳା-୨, ବିଶୋଇ-୨, ଜାମଦା ବ୍ଲକରୁ ୪ ଏହିପରି ମୋଟ ୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସଙ୍ଗରୋଧ…