ବିଜୁ ପଟ୍ଟନାୟକ ସୋସିଆଲ ଏଣ୍ଡ ୱୟେଲଫେୟାର ଆସୋସିଏସନ ତରଫରୁ ଚାରା ରୋପଣ ।

 ଝାରସୁଗୁଡ଼ା (ସୁବାଷ ସାହାରେ):  ବିଜୁ ପଟ୍ଟନାୟକ ସୋସିଆଲ ଏଣ୍ଡ ୱେଲଫେୟାର ଆସୋସିଏସନ ତରଫରୁ ଝାଡ଼େଶ୍ଵର ମନ୍ଦିର  ପରିସରରେ ଏବଂ ନିକଟସ୍ଥ ଶ୍ମଶାନରେ ୩୦୦ ଚାରା ଗଛ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ସୋସିଆଲ ଏଣ୍ଡ ୱେଲଫେୟାର ଆସୋସିଏସନର ସଭାପତି ତଥା ବ୍ରଜରାଜନଗର…

ତିନି ମୃତ୍ୟୁ ସହ  ଆଜି ୬୧୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରେ କରୋନାର ସେଞ୍ଚୁରୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ଚିହ୍ନଟ ହେଲେ ୬୧୮ ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୪୧୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୦୭ ଜଣ | ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୪୮୯୮ରେ ପହଁଚିଲା | ସକ୍ରିୟଙ୍କ ସଂଖ୍ୟା…

୨୪ ଘଣ୍ଟା ଭିତରେ ୨୯,୪୨୯ ଆକ୍ରାନ୍ତ, ୫୮୨ମୃତ 

ନୂଆଦିଲ୍ଲୀ (ଏସପିବି ) ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୯,୪୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୫୮୨ ଜଣ | ଫଳରେ ଦେଶରେ ମୋଟ କରୋନା ପଜିଟିଭ କେଶ ୯,୩୬,୧୮୧ରେ ପହଂଚିଛି | ସକ୍ରିୟ ରୋଗୀଙ୍କ ସଂଖ୍ୟା ୩, ୧୯, ୮୪୦ ଥିବା ବେଳେ ସୁସ୍ଥ ହେଲେଣି ୫,୯୨ ୦୩୨ ଜଣ | ତେଣୁ…

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ୨୩ତମ ପ୍ରତିଷ୍ଠା ଦିବସ

ବାରିପଦା(ଦିଲ୍ଲୀପ ମହାନ୍ତି )- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ(ଏନ ଓ ୟୁ)ର ୨୩ତମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଅନୁଷ୍ଠାନର ଗାରିମାମୟ ଇତିହାସର ସ୍ମୃତି ଚାରଣ କରାଯାଇଥିଲା । କରୋନା କଟକଣା କାରଣରୁ ପ୍ରତିଷ୍ଠା  ଉତ୍ସବକୁ ନିରାଡ଼ମ୍ବର ଓ ପ୍ରତୀକାତ୍ମକ ଭାବେ ପାଳନ କରାଯାଇଥିଲା ।…

ଖେଳୁ ଖେଳୁ ସରିଗଲା ଖେଳ 

କୂଅରେ ପଡି ଶିଶୁ ର ଜୀବନ ଗଲା କୋମନା(ଭାଗିରଥି ଭୋଇ) : ନୂଆପଡ଼ା ଜିଲ୍ଲା କୋମନା ଥାନା ପାଣ୍ଡେଲବାହାଲି ଗାଁରେ ଖେଳୁଥିବା ବେଳେ କୂଅରେ ପଡି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତକ ଶିଶୁ ହେଲେ କହ୍ନେୟା (୫) । ଏନେଇ କୋମନା ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।…

ଦିପ୍ତିପୁର ଟିଏମସି ଅଂଚଳ ହେଳା ସାନିଟାଇଜ

ମେଲଛାମୁଣ୍ଡା(ମନୋଜ ଭୋଇ)ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦିପ୍ତିପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟାଳ ପଂଚାୟତ ତରଫରୁ ନିର୍ମାଣ ହୋଇଥିବା ଟିଏମସି ଅଂଚଳକୁ ମଙ୍ଗଲବାର ସକାଳେ ପ୍ରଶାସନ ତରଫରୁ ସାନିଟାଇଜ କରାଯାଇଛି । ଟିଏମସି ସହିତ ସଂଗ୍ଳନ ଥିବା ଦିପ୍ତିପୁର ବସଷ୍ଟାଣ୍ଡକୁ ମଧ୍ୟ…

ପିଆରଏମ ମେଡ଼ିକାଲ କ୍ୟାମ୍ପସ ଭିତରୁ ଧଳା ଜହର ଜବତ

ଯୁବକ ଗିରଫ: ନିଛାଟିଆ ଶବ ବ୍ୟବଚ୍ଛେଦ ଗୃହ ସେଫ ଜୋନ ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କ୍ୟାମ୍ପସ ଭିତରୁ ଆଜି  ୩.୭୨୦ ଗ୍ରାମ ଓଜନର ମଣିଷ ମରା ଧଳା ଜହର ଜବତ କରିବା ସଂଗେସଂଗେ ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି । ମୟୂରଭଞ୍ଜ ଆରକ୍ଷୀ…

ଓଡ଼ଗାଁ ବ୍ଲକ ଅଂଚଳରୁ ୨୦୩ ସ୍ୱାବ ସଂଗ୍ରହ

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଲକର ଅଂଚଳରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆଜି ୩ୟ ଦଫାରେ ୨୦୩ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି । ସୁନାମୁହିଁ ଓ କୁରାଳ ଅଂଚଳରୁ ବାହ୍ୟ ସଂକ୍ରମଣ ବୃଦ୍ଧି ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ୍ନ ପ୍ରତିଶେଧକ ପଦକ୍ଷେପମାନ…

ରମେଶଙ୍କ ମୃତ୍ୟୁ ସନ୍ଦେହଜନକ. ଲୋକଙ୍କ ମନରେ କରୋନା ଛନକା 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା କୋମଣ୍ଡ ମକର ପଦା ଖଟେଇ ସାହିର ରମେଶ ବେହେରା(୫୦)ଙ୍କ ଅକାଳରେ ମୃତ୍ୟୁ ଯୋଗୁଁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତ କାରଣରୁ ମୃତ୍ୟୁ ବୋଲି  ସ୍ଥାନୀୟ ଅଂଚଳରେ ସନ୍ଦେହ  ପ୍ରକାଶ ପାଇଛି । ସୁରଥରୁ ଆସିବା ପରେ କୋମଣ୍ଡ ସଂଗରୋଧରେ ରହି ଘରକୁ…

ସାଂସଦ ଭାବେ ଗୋଟିଏ ବର୍ଷର ରିପୋର୍ଟ ରଖିଲେ ଅମର ପଟ୍ଟନାୟକ

ସଂସଦରେ ଓଡ଼ିଶାର ସ୍ୱରକୁ ଶାଣିତ କରିବାରେ କରିଛନ୍ତି ବଳିଷ୍ଠ ପ୍ରଚେଷ୍ଟା  ମାଓବାଦୀ ଦମନ ପାଇଁ କେନ୍ଦ୍ର ସରକାର କରିଥିବା ଖର୍ଚ୍ଚ ବାବଦରେ ଓଡ଼ିଶାଠାରୁ ଦାବି କରୁଥିବା୨୧୦୦କୋଟିଟଙ୍କା ଛାଡ କୋଇଲା ରୟାଲଟି ବୃଦ୍ଧି ନିମନ୍ତେ ଦାବି ଉପସ୍ଥାପନ ବିକେନ୍ଦ୍ରୀକରଣ ପ୍ରକ୍ରିୟା…