କଣ୍ଟେନମେନ୍ଟ ଜୋନ ଘୋଷଣାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ
କଣ୍ଟେନମେନ୍ଟର ସମୟ ଅବଧିକୁ କମାଇବା ପାଇଁ କଲେ ଅନୁରୋଧ।
ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ସଦରର ଦୁଇଟି ଅଞ୍ଚଳକୁ କଣ୍ଟେନମେନ୍ଟ ଜୋନରେ ଘୋଷଣାର ପୁନଃବିଚାର କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟିଥିଲେ ଏକ ପ୍ରତିନିଧି ଦଳ। ଜିଲ୍ଲାପାଳଙ୍କୁ କଣ୍ଟେନମେନ୍ଟର ସମୟ ଅବଧିକୁ ୧୪ ଦିନରୁ ୮…