ଆଜି ସୁସ୍ଥ ହେଲେ ୬୦୮ ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୬୦୮ ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୧୯୩୮ ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି  ଗଂଜାମ ଜିଲାରୁ ୨୭୯ ଜଣ | ସେଜିପରି ୮୪  ଜଣ  ଯାଜପୁରରୁ, ୫୦ଜଣ ଖୋର୍ଦ୍ଧାରୁ,୪୧ଜଣ କଟକରୁ, ୨୩ଜଣ…

କାମ୍ପା ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି -ନିରଞ୍ଜନ ପଟ୍ଟନାୟକ

କାହିଁକି ଡକାଯାଉନି ରିଭ୍ୟୁ ମିଟିଂ, ଅତିରଞ୍ଜିତ ଅସତ୍ୟ ତଥ୍ୟ ରଖି ଲୁଟ ହେଉଛି ହଜାର ହଜାର କୋଟି  ଭୁବନେଶ୍ୱର(ଶାସକ ପ୍ରଶାସକ) -ଜଙ୍ଗଲ ବନ୍ୟଜନ୍ତୁଙ୍କୁ ଧ୍ୱଂସ ମୁଖରୁ ରଖିବା ନିମନ୍ତେ କାମ୍ପା ଆଇନ ପ୍ରଣୟନ ହୋଇଥିଲା ଓ କାମ୍ପା ଫଣ୍ଡ ଗଠନ ହୋଇଥିଲା। ଏହି ଫଣ୍ଡ ବା ପାଣ୍ଠିରୁ ରାଜ୍ୟମାନଙ୍କ…

ବିଏମସି ଏରିଆରୁ ଚିହ୍ନଟ ହେଲେ ୮୭  ଆକ୍ରାନ୍ତ 

ବାହାର ଅଂଚଳରୁ ଆକ୍ରାନ୍ତ ଚିହ୍ନଟ ବୃଦ୍ଧି ବଢ଼ାଇ ଦେଇଛି  ଚିନ୍ତା  ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗରନିଗମ ଅଂଚଳରୁ ୮୭  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୮୭  ଜଣଙ୍କ ମଧ୍ୟରୁ ଚିନ୍ତାଜନକ ଭାବେ  ୪୬  ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ  ସଂକ୍ରମଣର ଶିକାର…

ଟୁଇଟର ଆକାଉଣ୍ଟ ବି ହେଉଛି ହ୍ୟାକ୍ : ସବିଶେଷ ତଥ୍ୟ ମାଗିଲେ ଭାରତ ସରକାର

ନୂଆଦିଲ୍ଲୀ (ଏସପିବି) :  : ନିରାପଦ ବି ନୁହେ ଟୁଇଟର ଆକାଉଣ୍ଟ | ଏହା ହେଉଛି ହାକ | ଆଉ ଏ ସମ୍ପର୍କରେ ଟୁଇଟର ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ଭାରତ ସରକାର |  ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଏକ ନୋଟିସ ପଠାଇ ଗତ ସପ୍ତାହରେ ଘଟିଥିବା ବିଶ୍ୱବ୍ୟାପୀ ହ୍ୟାକ୍ ଦ୍ୱାରା ପ୍ରଭାବିତ…

ସମ୍ବଲପୁର ଜ଼ିଲ୍ଲାରେ ବେକାବୁ ହେଉଛି କରୋନା !

 ୧୧ ଜଣ କରୋନା ଯୋଦ୍ଧା, ଜଣେ ଶିଶୁ ସମେତ ଦିନକରେ ସର୍ବାଧିକ ୨୦ ଜଣ ପଜିଟିଭ ଚିହ୍ନଟ l   ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬  ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସାରା ବିଶ୍ୱରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେ ଦିନ କୁ ଦିନ…

ଓରେରାର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସିଦ୍ଧାନ୍ତ ଦାସ 

ଭୁବନେଶ୍ୱର (ଶାସକ ପ୍ରଶାସକ)  : ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ବିଶେଷଜ୍ଞ  ସଦସ୍ୟ ତଥା ଭାରତ ସରକାରଙ୍କ ଜଙ୍ଗଲ  ମନ୍ତ୍ରଣାଳୟର ପୂର୍ବତନ ମହାନିର୍ଦ୍ଦେଶକ ଅବସରପ୍ରାପ୍ତ ଓଡିଶା କ୍ୟାଡର ଭାରତୀୟ ଜଙ୍ଗଲ ସେବା ଅଧିକାରୀ(୧୯୮୨ ବ୍ୟାଚ)  ସିଦ୍ଧାନ୍ତ ଦାସଙ୍କୁ ଓଡିଶା ସରକାର ଓଡିଶା ରିୟଲ…

ଆଖି ଖୋଲି ନିଘୋଡ଼ ନିଦରେ ଥିଲା ବନ ବିଭାଗ, ଆଜି ପଶିଲା ଛନକା !!!

 କାଲି ହତ୍ୟା ମାମଲାରେ ଗିରଫ ହେବା ପରେ ଆଜି ବେଆଇନ କରତ କଳ ଚଢ଼ାଉ  ପଦ୍ମପୁର (ଶାସକ ପ୍ରଶାସକ) : କାଲି ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ ଜୋଇଁ ଜେଲ ଗଲା ପରେ ଅଭିଯୁକ୍ତ ପ୍ରେମାନନ୍ଦ ସାହାଙ୍କ ମାଲିକାନାରେ ଚାଲିଥିବା ବେଆଇନ କରତ କଳ ଉପରେ ଅତର୍କିତ କରିଛି ବହୁଦିନ ଧରି ଆଖି ଖୋଲି ଶୋଇ …

ରେଢାଖୋଲ ଉପଖଣ୍ଡ ରେ ୭ କରୋନା ପଜିଟିଭ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :   ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡରେ ଗୋଟିଏ ଦିନରେ ୭ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ- ରେଢାଖୋଲ ଏନ୍‌ଏସିର ଜଣେ କର୍ମଚାରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର ୧୦୮…

କଳାହାଣ୍ଡି ରାଜ୍ୟସଭା ସାଂସଦଙ୍କ ପୋଷ୍ୟ ପଞ୍ଚାୟତର ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ

କଳାହାଣ୍ଡି ଜିଲ୍ଲା ମ. ରାମପୁରରୁ ଜଗତ ସାହୁଙ୍କ ରିପୋର୍ଟ : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମାଣିକେରା ପଞ୍ଚାୟତର ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଦ୍ବାରା ପୋଷ୍ୟ ଘୋଷିତ ମାଣିକେରା ପଞ୍ଚାୟତରେ ଯେପରି…

ଆଜି ୫୯୧   ଆକ୍ରାନ୍ତ, ଗଲା ତିନି ଜୀବନ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି  କରୋନା ଚିହ୍ନଟ ଯୋଇଛନ୍ତି ୫୯୧  କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୩୯୪ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୧୯୭ ଜଣ | ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୬୭୦୧ ରେ ପହଁଚିଲା | ସକ୍ରିୟଙ୍କ…