ବିଏମସି ଏରିଆରୁ ଚିହ୍ନଟ ହେଲେ ୫୨ ଆକ୍ରାନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗରନିଗମ ଅଂଚଳରୁ ୫୨  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୫୨   ଜଣଙ୍କ ମଧ୍ୟରୁ ୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ମାତ୍ର ୧୮ ଜଣ ଚିହ୍ନଟ ହୋଇଛନ୍ତି | ମହାନଗର ନିଗମରେ ୧୧୮୨ ଜଣ ପଜିଟିଭ ଚିହ୍ନଟ…

ଖୁସି ଖବର : ମିଳୁଛି ପ୍ଲାଜମା ଥେରାପିର ସୁଫଳ 

୬ ଗୁରୁତର କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହେବାର ଦ୍ୱାର ଦେଶରେ  ଅନ୍ୟ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିଲକ୍ଷିତ ଯେଉଁଛି ବିଶେଷ ଉନ୍ନତି  ଭୁବନେଶ୍ୱର( ଶାସକ ପ୍ରଶାସକ) :  ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ବେଶ ଉପଯୋଗୀ ପ୍ରମାଣିତ ହେଉଛି | ଗୁରୁତର…

ଯୁବକର ଆତ୍ମହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଛେତେଙ୍ଗା ଗ୍ରାମର ପ୍ରଫୁଲ୍ଲ ମହାଳିଙ୍ଗ ଗତକାଲି ସନ୍ଧ୍ୟା ସମୟରେ ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ପୁଅ ସଂଗ୍ରାମ ମହାଳିଙ୍ଗ ନିକଟସ୍ଥ ବ୍ରାମହନଦିହି ଓ କୁତ୍ରାମାଲ ମଝିରେ ଏକ ଲିମ୍ବ ଗଛରେ ବେକରେ ଏକ କପଡା ରାଶି ଲଗାଇ…

ଡିଜିଟାଲ ସେବାରୁ ବଞ୍ଚିତ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ

ଘୁ.ଉଦୟଗିରି: (ଗଗନ କୁମାର ପ୍ରଧାନ ) ଆଜିବି ସରକାରୀ ସେବା ପାଇବାରୁ ବଞ୍ଚିତ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତର ବାସିନ୍ଧା I ବସ୍ତିଙ୍ଗିଆ ଠାରେ ଚକାପାଦ ବ୍ଲକ କାର୍ଯ୍ୟାଳୟ ଅଛି କିନ୍ତୁ ମୋବାଇଲ ଟାୱାର ଟିଏ ନାହିଁ I ଯାହା ପାଇଁ ଡିଜିଟାଲ ସେବାରୁ ବଞ୍ଚିତ ଚକାପାଦ ବ୍ଲକର ବସ୍ତିଙ୍ଗିଆ ଗ୍ରାମ…

 ଆଜି ଏକାଥରେ ୨୫ ଜିଲ୍ଲାରୁ  ୭୩୬  ଆକ୍ରାନ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି  କରୋନା ଚିହ୍ନଟ ହୋଇଛନ୍ତି  ୭୩୬   କରୋନା ପଜିଟିଭ | ରାଜ୍ୟର ୨୫ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭୩୬  ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧  ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୫୫ ଜଣ | ଫଳରେ ରାଜ୍ୟରେ…

ଆଜି କରୋନା ଆକ୍ରାନ୍ତ ୩୮ ହଜାର ଉପରେ 

ନୂଆଦିଲ୍ଲୀ (ଏଜେନ୍ସି) କରୋନା ଏବେ ଅମାନିଆ ହୋଇପଡିଥିବା ଭଳି ଅନୁଭୂତ ହେଉଛି | ଦିନକୁ ଦିନ ବଢି ଚାଲି ଆକ୍ରାନ୍ତଙ୍କ ସଂଖ୍ୟା |  ଗତକାଲି ଅପେକ୍ଷା ଆଉ ୪୦୦୦ ଅଧିକ ଅଧିକ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୮,୯୦୨…

ମୟୂରଭଞ୍ଜ :ପୁଲିସର କଡ଼ା ବ୍ୟବସ୍ଥା ମଧ୍ୟରେ ଜୁଲାଇ ମାସର ସପ୍ତାହାନ୍ତ  ସଟ୍ ଡ଼ାଉନ-୩ ଆରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ  ଅନୁସାରେ କୋଭିଡ଼-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକ୍ଡ଼ାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା…

ପ୍ରତିକୂଳ ପରିସ୍ଥିତିରେ ବିକଳ୍ପ ବ୍ୟବସ୍ଥାର ସୁଯୋଗ

  ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଅନଲାଇନ ବକ୍ତୃତାମାଳା ଉଦଘାଟିତ ମତ ରଖିବେ ବିଶ୍ୱର ୧୩ ପ୍ରସିଦ୍ଧ ବୈଜ୍ଞାନିକ ବାରିପଦା(ଦିଲ୍ଲୀପ ମହାନ୍ତି )- ଜ୍ଞାନ ବିତରଣ ବ୍ୟବସ୍ଥାକୁ ବିଶ୍ୱ ମହାମାରୀ କରୋନା ଅଟକାଇ ପାରି ନାହିଁ । ପ୍ରତିକୂଳ ପରିସ୍ଥିତି ନୂତନ ଉଦ୍ଭାବନର ରାସ୍ତା…

ଟିକ୍ ଟକ୍ ଭିଡ଼ିଓ, ଆଉ ତାପରେ ବ୍ଲାକମେଲ 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଟାଉନ ଥାନା ଅଧୀନ ଅଞ୍ଚଳରେ ଏକ ନାବାଳିକା ଟିକ୍ ଟିକ୍ ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟକୁ କଟକ ଜିଲ୍ଲା ଅଞ୍ଚଳର ସିଦ୍ଧାର୍ଥ କୁମାର ବେହେରା ନାମକ ଏକ ଯୁବକ ନାବାଳିକାର ମୋବାଇଲକୁ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା…

୨୦୦ ଶଯ୍ୟାବିଶିଷ୍ଟ ପରିବର୍ଦ୍ଧିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୂମି ପୂଜନ କଲେ ସଞ୍ଜୟ 

କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ବଭିନ୍ନ ପଦକ୍ଷେପର କଲେ ସମୀକ୍ଷା  ପର୍ଯ୍ୟଟନସ୍ଥଳୀ ହିର୍ଲି ଡଙ୍ଗରୀର ବିକାଶ ଓ ଅଧିକ ଆକର୍ଷଣୀୟ କରିବା ପାଇଁ ଦେଲେ ପରାମର୍ଶ  ବଡ଼ମସିଗାଁ ଓ କୋଷାଗୁମୁଡ଼ାକୁ ସଂଯୋଗ କରୁଥିବା ନିର୍ମାଣାଧୀନ ବ୍ରିଜ  କାମ…