ଅଲଗା ଅରୁଣ : ଏଥର ଗାନ୍ଧୀ
ପ୍ରତି ମାସର ପ୍ରଥମ ରବିବାର ଅରୁଣ କହିବେ ଗାନ୍ଧୀ କଥା
ଭୁବନେଶ୍ୱର (ଶାସକ ପ୍ରଶାସକ) : କିଛି ନିଆରା କରିବାର ଅଭ୍ୟାସ ତାଙ୍କର | ରାଜନୀତିରେ ଭୁଲିନାହାନ୍ତି ତାଙ୍କ ସାମାଜିକ ଦାୟିତ୍ୱବୋଧ | ଯାହା କଲେ ଭଲ ହେବ, ତାହା ସେ କରିବାରେ ପସନ୍ଦ କରନ୍ତି ନିଜ ବିବେକର ଆହ୍ଵାନରେ | କାହାର…