ଆଗାମୀ ଦିନରେ କରୋନା ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

କରୋନା ସଚେତନତା ଦିଗରେ ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାର • ଲୋକଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ଆଗକୁ ବଢିବାକୁ ପଡିବ • କରୋନା ସଚେତନତା ବାର୍ତା ସବୁଠୁ ତଳ ସ୍ତରରେ ପହଁଚୁ • ଭୟଭୀତ ନହୋଇ କରୋନାର ମୁକାବିଲା କରିବା ଜରୁରୀ ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)  – କରୋନା ସଚେତନତା…

ଦ୍ୱୈତନଗରୀର ବସ୍ତି ଉପରେ ଅଧିକ ଫୋକସ : ଖୋର୍ଦ୍ଧା-କଟକ ଜିଲ୍ଲା ପାଇଁ ୩୦ କୋଟି 

http://www.youtube.com/watch?v=lq4K5GJZym8 ଖୋର୍ଦ୍ଧା-କଟକ ଜିଲ୍ଲା କୋଭିଡ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ଅବସର ବୟସ ୬୨ ରୁ ୬୫ କୁ ବୃଦ୍ଧି ଭୁବନେଶ୍ବର-କଟକ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ  ଦୁଇ ଜିଲ୍ଲାକୁ ୩୦…

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମଧ୍ୟ ୫ ମାସ ପାଇଁ ମାଗଣା ଚାଉଳ ଓ ଡାଲି ପାଇବେ

ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ…

ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଅଚ୍ୟୁତ ସାମନ୍ତ

ବାଙ୍ଗାଲୋର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ଭୁବନେଶ୍ୱର(ଶାସକ ପ୍ରଶାସକ): ଗତ ୧୪ ତାରିଖରେ ବାଙ୍ଗାଲୋରଠାରେ ଗ୍ୟାସ ସିଲିଣ୍ଡର ଫାଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। …

ଜ଼ିଲ୍ଲାରେ ଦ୍ବି ଶତକ ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 

ପୁଣି ୨ କରୋନା ଯୋଦ୍ଧା ସମେତ ୧୦ ଜଣ ନୂଆ   ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪   ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):     ଆଜି ସମ୍ବଲପୁର ରୁ ପୁଣି ନୂଆ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୦ ଜଣଙ୍କ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା ରହିଛନ୍ତି l  ଚି଼ହ୍ନଟ…

ଆସନ୍ତାକାଲିଠାରୁ ୧୦ ଦିନ ସମ୍ବଲପୁର ଜିଲ୍ଲା ସଟ୍ ଡାଉନ୍ 

http://www.youtube.com/watch?v=myyC140I6TU ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): କରୋନା ସଂକ୍ରମଣ ରୋକିବାକୁ ଆସନ୍ତାକାଲି ୨୨ ତାରିଖ ଠାରୁ ସମ୍ବଲପୁର ଜିଲ୍ଲା ୧୦ ଦିନ ପାଇଁ ସଟ୍ ଡାଉନ ରହିବ ବୋଲି ଜିଲ୍ଲାପାଳ ଶୁଭମ୍ ସକ୍ସସେନା ଆଜି  ଘୋଷଣା କରିଛନ୍ତି । ସେ କହିିଛନ୍ତି,୧୦ ଦିନିଆ ସଟ୍…

କୋଭିଡ୍‌ ପରିସ୍ଥିତି ସତ୍ତ୍ୱେ ହେବ ସିଭିଲ ସର୍ଭିସ ସାକ୍ଷାତକାର !

ପରୀକ୍ଷା ଆୟୋଜନ କରାଇବା ପାଇଁ ୟୁପିଏସ୍‌ସିର ଉଦ୍ୟମ ନୂଆଦିଲ୍ଲୀ (ଏସପିବି ): କରୋନା ମହାମାରୀ ସତ୍ତ୍ୱେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) 2019 ବର୍ଷ ପାଇଁ ଅନୁଷ୍ଠିତ ସିଭିଲ ସର୍ଭିସ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ବା…

ଲୋକ ଭୁଲ କଲେ ଦଣ୍ଡ ଦିଆ ଯାଉ, ହେଲେ ପୋଲିସର ଇଏ କି ଅଭାଦ୍ରାମୀ (Pls See the video how police slaps )

 ଭିଡିଓ ଭାଇରାଲ ହେବା  ପରେ ତଦନ୍ତ ନିର୍ଦ୍ଦେଶ  ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ାର ଦୁଇଜଣ ପୋଲିସ କର୍ମଚାରୀ ଜଣେ ଯୁବକଙ୍କୁ ନିର୍ଘାତ ମାଡ ମାରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ।…

ଆଜି ବିଏମସି ଅଂଚଳରେ ହୋଇଛି କମ ସଂକ୍ରମଣ : ଲୋକାଲ କଣ୍ଟାକ୍ଟ ମାତ୍ର ୫ ଜଣ  

ଭୁବନେଶ୍ୱର ( ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିପୁର୍ଣ ଖବର | ଚିହ୍ନଟ ହୋଇଛନ୍ତି ମାତ୍ର ୨୧ ଜଣ | ସବୁଠୁ ବଡ ଖୁସି ହେଉଛି ଯେ ଆଜି କମ ହୋଇଛି ସ୍ଥାନୀୟ ସଂକ୍ରମଣ | କବାରେଣ୍ଟାଇନ ସେଣ୍ଟରରୁ ୧୬ ଜଣ ଚିହ୍ନଟ ଯୋଇଥିବା ବେଳେ ବାହାରୁ…

ଅଞ୍ଚଳ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ।

ପଦ୍ମପୁର- ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ  ଶ୍ରୀ  ଲଲିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇ ଥିଲା। ପଦ୍ମପୁର ରେଞ୍ଜର ଶ୍ରୀ ପ୍ରମୋଦ ସାହୁ ମୁଖ୍ୟ  ଅତିଥି ଭାବେ ଯୋଗ ଦେଇଥିଲେ। ଯୁବ ରେଡକ୍ରସ୍…