ବଲାଙ୍ଗୀର ଜିଲ୍ଲା ର ୫ ଅଭିଯୁକ୍ତକୁ ଗଞ୍ଜେଇ ଚାଲାଣ ସହ ମାଷ୍ଟର ମାଇଣ୍ଡ ନିରଞ୍ଜନ କେଡ଼ିଆ ଗିରଫ
ବଲାଙ୍ଗୀର: ବଲାଙ୍ଗୀର ସହର ସହ ଜିଲ୍ଲାରେ ଏବେ ଦିନକୁ ଦିନ ଅପରାଧିକ ସାମ୍ରାଜ୍ୟ ଗଢ଼ି ଉଠିଥିବାବେଳେ ଏବେ ଅନ୍ୟ ରାଜ୍ୟ କୁ ଯାଇ ଏଠିକାର ଦୁର୍ବୁର୍ତ୍ତ ବେଆଇନ କାର୍ଯ୍ୟ ରେ ଲିପ୍ତ ରହି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ କରି ମୁନିଗୁଡା ପୋଲିସ ହାତରେ ଛନ୍ଦି ହୋଇ ଠିକଣା ସ୍ଥାନର…