ଆଜି ଭୁବନେଶ୍ୱରରେ ୧୧୧ ପଜିଟିଭ 

ଦେଖନ୍ତୁ ୪୯  ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!! ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୧୧୧  କରୋନା ପଜିଟିଭ | ସେଥି ମଧ୍ୟରୁ ୬୨  ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯  ଜଣ ସାଧାରଣ ଅଂଚଳରୁ | ଫଳରେ…

ପଶ୍ଚିମ ଓଡିଶାର କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଏବଂ ବରପୁତ୍ରଙ୍କ ନାମରେ ନାମିତ ହେଉ ଲିଲାରୀ ଇକୋ ଟୁରୀଜମି…

ବରଗଡ଼ ସାଂସଦ ଏମସିଏଲର ସିଏମଡିଙ୍କୁ ଲେଖିଲେ  ପତ୍ର ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ଏ ଅଞ୍ଚଳର ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ବହନ କରୁ ଏହି ପର୍ଯ୍ୟଟନ ସ୍ଥଳ  ଝାରସୁଗୁଡା(ସୁବାସ ସାହାରେ) :  ଝାରସୁଗୁଡା ଜିଲ୍ଲାର ଲିଲାରୀ ଠାରେ ଇକୋ ଟୁରୀଜମି ପାର୍କକୁ ପଶ୍ଚିମ ଓଡିଶାର…

ଏମିତି କେମିତି ଲୋକ ବଦଳିଗଲେ , ବୁଝି ପାରୁନାହାନ୍ତି ପରିବାର 

 ଘୁ.ଉଦୟଗିରି: ଗଗନ କୁମାର ପ୍ରଧାନ: ଗତ ବୁଧବାର ଦିନ ସ୍ବର୍ଗତ ଡାକ୍ତର ସ୍ବପନ କୁମାର ପ୍ରଧାନଙ୍କ ମୃତ ଶରୀର କବର ଦେବାକୁ ନେଇ ଦେଖା ଦେଇ ଥିବା ଆପ୍ରୀତିକର ଘଟଣାକୁରେ ଭାଙ୍ଗି ପଡିଛନ୍ତି ପରିବାର ଏବଂ ମୃତ ଡାକ୍ତରଙ୍କ ଧର୍ମପତ୍ନୀ I କଥାରେ ଅଛି ପୃଥିବୀରେ ଡାକ୍ତର ହେଉଛନ୍ତି ଭଗବାନଙ୍କ…

କରୋନା କଟକଣା ବେଳେ  ନିଷ୍ଠା ପରିବାର ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

 ବରଗଡ :- ନିଷ୍ଠା ପରିବାର ବରଗଡ , ଏହି ସ୍ବେଛାସେବୀ ଅନୁଷ୍ଠାନ ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବରେ ଏହାର ସଭ୍ୟ ମାନେ ଏକତ୍ରିତ ହୋଇ ଜନସେବା କାର୍ଯ୍ୟ ରେ ସମ୍ପୂର୍ଣ୍ଣ ଭାବରେ ନିଜକୁ ନିୟୋଜିତ କରିଛନ୍ତି । ଜନସେବା ର ଯେ କୋଣସି କାର୍ଯ ହେଉ ଏହି ଅନୁଷ୍ଠାନ ର ସଭ୍ୟ ମାନେ କେଭାବି…

ଅଜଣା ଗାଡି ଧକ୍କାରେ ଚନ୍ଦନଭାଟି ଗ୍ରାମର ରଜନୀ ସାହୁ ମୃତ।

ବଲାଙ୍ଗୀର,: ଜିଲ୍ଲାରେ ଆଜି ଓ ଆସନ୍ତା କାଲି ଧରି ଦୁଇଦିନ ଧରି ଜିଲ୍ଲା ପ୍ରଶାସନ ତରଫରୁ ସଟ ଡାଉନ ପ୍ରକିୟା ଜାରି ରହିଥିବା ବେଳେ।ଆଜି ପ୍ରଥମ ଦିନର ସଟ ଡାଉନରେ  ସହର ମଧ୍ୟରେ ଏକ ହୃଦବିଦାରକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି।ଯେଉଁଥିରେ ଚନ୍ଦନ ଭାଟି ଗ୍ରାମର ରଜନୀ ସାହୁ ଙ୍କ ଅକାଲ ମୃତ୍ୟୁ…

ମୁଖ୍ୟମନ୍ତ୍ରୀଙ୍କୁ ବି ହେଲା କରୋନା

(ଭୋପାଲ)  :- କୋରୋନା ମହାମାରୀ ବର୍ତମାନ କ୍ଷିପ୍ର ଗତିରେ ମାଡିବାରେ ଲାଗିଛି । ଟିକେ ଅସାବଧାନ ନିଶ୍ଚିତ ଭାବରେ କୋରୋନା ଆକ୍ରମଣ କରିବ ଏଥିରେ ସନ୍ଦେହ ନାହିଁ । ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଚୌହାନ କୋରୋନା ଆକ୍ରାନ୍ତ ହେଇଥିବା ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଟ୍ୱିଟ କରି…

ମାନବ ପ୍ରେମୀ  ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିନ ପାଇଁ ଏନଏଚଆରସିରେ ମାମଲା

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ଉତ୍କଳୀୟମ ଫାଉଣ୍ଡେସନ(ଭାରତ ) ପକ୍ଷରୁ ମାନବ ପ୍ରେମି ଆଦିତ୍ୟ ଦାସଙ୍କର ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ  ପ୍ରକାଶ କରିବା ପାଇଁ ସିବିଆଇ ତଦନ୍ତ କିମ୍ବା କମିସନରେଟ ପୋଲିସ ଓ ଜିଆରପିର ମିଲିତ ତଦନ୍ତ କରାଯିବା ଉଦ୍ଦେଶ୍ୟରେ ଜାତୀୟ ମାବାଧିକାର କମିଶନରଙ୍କ…

ଏଲଏସିରେ ଉତ୍ତେଜନା ଭିତରେ ନିଯୁକ୍ତ ହେଲେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ 

ନୂଆଦିଲ୍ଲୀ: ଚାଇନା ଓ ଭାରତ ଭିତରେ  ଏଲଏସିରେ ଉତ୍ତେଜନା ଜାରି ରହିଥିବା ବେଳେ ଭିତରେ ଭାରତୀୟ ବାୟୁସେନା ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଏୟାର ମାର୍ଶଲ ବିବେକ ଚୌଧୁରୀ | ସୂଚନାଯୋଗ୍ୟଯେ ଭାରତୀୟ ବାୟୁସେନାର ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ (ଡବ୍ଲୁଏସି)…

ଆଜି : ୨୪  ଜିଲ୍ଲାରୁ ୧୩୨୦  କରୋନା ପଜିଟିଭ 

ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ଚବିଶ ହଜାର.ପ୍ରାଣ ହରାଇଲେ ୧୦ ଜଣ   ଗଂଜାମ ୫୬୦ , ଖୋରଧା ୧୭୪,  ପୁରୀ ଓ ଗଜପତି ୯୦ ଲେଖାଏ  ଭୁବନେଶ୍ୱର (ଶାସକ ପ୍ରଶାସକ) :  ଭୁବନେଶ୍ୱର (ଶାସକ ପ୍ରଶାସକ) :  ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ…

କରୋନା ଭାରତ  :  ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ଉପରେ, ମୃତ୍ୟୁ କାଲିଠୁ ଅଧିକ 

 ନୂଆଦିଲ୍ଲୀ (ଏଜେନ୍ସି) : ଆଜି ସାରା ଦେଶରେ ଚିହ୍ନଟ ହୋଇଛନ୍ତି  ୪୮,୯୧୬ ଜଣ କରୋନା ଆକ୍ରାନ୍ତ |  ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ  ୪୮,୯୧୬ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୭୫୭   ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା…