କାରୋନା ମୃତକଙ୍କ ପିଲାଙ୍କୁ କିଟ ବିଶ୍ଵବିଦ୍ୟାଳୟରେ ସମ୍ପୂର୍ଣ ନିଃଶୁଳ୍କ ଶିକ୍ଷା

କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବଡ ଘୋଷଣା କାରୋନାରେ ଅସହାୟ ହୋଇପଡିଥିବା ଓଡିଶାବାସୀଙ୍କୁ କିଛିଟା ଆଶ୍ଵସ୍ତି ଦେବ : ଡ଼ ସାମନ୍ତ  ଭୁବନେଶ୍ୱର(ଶାସକ ପ୍ରଶାସକ) :  ଓଡିଶା, ଭରତ ଓ ସମଗ୍ର ବିଶ୍ଵରେ କାରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ଵ ଏଥିରେ ଆକ୍ରାନ୍ତ ହୋଇଛି। …

ଆଜି “ଠ” ବୁଲାଇଦେଲା କରୋନା : ସବୁ ଜିଲ୍ଲାରୁ ବାଣ୍ଟିହୋଇ ବାହାରିଲେ ୧୩୭୬ କରୋନା ପଜିଟିଭ

ଆଜି ବି ୧୦ଜଣଙ୍କ ଯାଇଛି ଜୀବନ , ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୫ ହଜାର   ଗଂଜାମ ୪୮୪, ଖୋର୍ଦ୍ଧା ୧୮୭, କେନ୍ଦୁଝର ୧୦୩, କଟକ ୭୫, ଗଜପତି ୭୪  ଭୁବନେଶ୍ୱର (ଶାସକ ପ୍ରଶାସକ) :   ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ  କରି ଦେଇଛି…

କରୋନା ଭାରତ : ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୪୮  ହଜାର ଉପରେ

ନୂଆଦିଲ୍ଲୀ (ଏଜେନ୍ସି) : ଆଜି ସାରା ଦେଶରେ ଚିହ୍ନଟ ହୋଇଛନ୍ତି  ୪୮,୬୬୧ ଜଣ କରୋନା ଆକ୍ରାନ୍ତ |  ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ  ୪୮,୬୬୧ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୭୦୫ ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ…

କାର୍ଗିଲ ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି 

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧରେ ଭାରତର ବିଜୟର 21 ତମ ବାର୍ଷିକୀ ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,  ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ  ଶ୍ରୀପଦ ନାୟକ ଏବଂ ତିନି ସେନା ସେବା ମୁଖ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। "କାର୍ଗିଲ ବିଜୟ ଦିବସରେ ମୁଁ ଦେଶର…

ମୟୂରଭଞ୍ଜ :ପୁଲିସର କଡ଼ା ବ୍ୟବସ୍ଥା ମଧ୍ୟରେ ଜୁଲାଇ ମାସର ସପ୍ତାହାନ୍ତ ସଟ୍ ଡ଼ାଉନ-୪

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଦେ୍ର୍ଧଶ ଅନୁସାରେ କୋଭିଡ଼-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକ୍ଡ଼ାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା…

କୋଭିଡ଼ କେୟାର ସେଣ୍ଟରର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କଲେ ଏସପି

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ଆଜି ବାରିପଦା ପୌରପରିଷଦରେ ଥିବା କୋଭିଡ଼ କେୟାର ସେଣ୍ଟର ପରିଦର୍ଶନରେ ଯାଇଥିଲେ । ଏହି ସମୟରେ କୋଭିଡ଼ କେୟାର ସେଣ୍ଟରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ସହ ସେଠାକାର…

ରାଜ୍ୟଙ୍କୁ  କେନ୍ଦ୍ରର ନିର୍ଦ୍ଦେଶ : କଣ୍ଟେନମେଣ୍ଟ କଡାକଡି କର, ନମୁନା ପରୀକ୍ଷା ବଢ଼ାଅ 

 ଓଡ଼ିଶା ସମେତ ନଅଟି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ • କଣ୍ଟେନମେଣ୍ଟ ଯୋଜନାକୁ ବିଧିବଦ୍ଧ ତଥା କଡ଼ାକଡ଼ି ଭାବେ କରିବାକୁ ଦେଲେ ନିର୍ଦ୍ଦେଶ • ଚିକିତ୍ସା ସଂସାଧନ ବୃଦ୍ଧି ଏବଂ ସଫଳ କ୍ଲିନିକାଲ୍‌ ପରିଚାଳନା ନିମନ୍ତେ ସବୁ ରାଜ୍ୟଙ୍କୁ ପରାମର୍ଶ • ଆରୋଗ୍ୟ ହାର ବୃଦ୍ଧି…

ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) : ୧୦ ନମ୍ବରର ରାଜ୍ୟ ରାଜପଥକ (ବିଜୁ ଏକ୍ସପ୍ରେସ ୱେ) ଶାସନ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ବ ଡିଭାଇଡରରେ ପଡି ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ହେଲ୍ଟେଡ ମେଡ ପିନ୍ଧି ଥିଲେ ମଧ୍ୟ  ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣା ସ୍ଥଳରେ…

ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ସମଗ୍ର ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ସହରରେ କରୋନା ମହାମାରୀ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସଙ୍ଗିନ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୯୦ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛି  ବୋଲି  ଗଜପତି…