ରମେଶଙ୍କ ବିରୋଧରେ ଅଭିଯୋଗ ଆଣିଲେ ବଳଭଦ୍ର : ସଂସଦ କରୁଛନ୍ତି କୋବିଦ ନିୟମର ଖୋଲା ଉଲ୍ଲଂଘନ 

ଗରିବଙ୍କ ଜୀବନ ସହିତ ଖେଳି ଶାସକ ଦଳ ସାଂସଦ/ବିଧାୟକମାନେ ବାହାଦୂରି ମାରୁଛନ୍ତି:ବିଜେପି ଭୁବନେଶ୍ୱର(ଶାସକ ପ୍ରଶାସକ) :କରୋନାର ଭୟାବହତା ସମଗ୍ର ବିଶ୍ୱକୁ ଥରହର କରୁଥିବା ସମୟରେ ଓ ଏହାକୁ ରୋକିବା ପାଇଁ ଚାରିଆଡେ ଲକଡାଉନ, ସଟଡାଉନ ପରି ବିକଳ୍ପ ବ୍ୟବସ୍ଥା କରାଯାଉଛି । କରୋନା ମହାମାରୀ…

ଅପରାଧୀଙ୍କୁ ଅପରାଧ କରିବାକୁ ପୂରା ସ୍ୱାଧୀନତା ଦେଉଛନ୍ତି ରାଜ୍ୟସରକାର:ମହିଳାମୋର୍ଚ୍ଚା

କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ଆତ୍ମହତ୍ୟା ରିପୋର୍ଟ ଦର୍ଶାଇବା ପ୍ରସଙ୍ଗ ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଜେଡି ଶାସନରେ ଆଦିବାସୀ ମହିଳା ହୋଇ ଜନ୍ମହେବା ଅଭିଶାପ ପାଲଟିଛି । ଏଠି ଶାସକ ଦଳ ନେତାଙ୍କ ଇଙ୍ଗିତରେ…

ଗଜପତି ଜିଲ୍ଲାରେ କେବଳ କୋଭିଡ୍ ପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ୧୭ ଟି ଆମ୍ବୁଲାନ୍ସର ଶୁଭାରମ୍ଭ

http://www.youtube.com/watch?v=6kIXwrLSv30 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋରନା ପଜିଟିଭ୍ ରୋଗୀର ଆବଶ୍ୟକତାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୧୭ ଗୋଟି ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି। ଏହା ଜିଲ୍ଲାର…

ରାଜକୁମାର ଶର୍ମା ହେଲେ ଏପିସି, ସୁରେନ୍ଦ୍ର କୁମାରଙ୍କୁ ଖଣି ଇସ୍ପାତ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଛୋଟିଆ ତଥା ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି |୧୯୮୭  ବ୍ୟାଚ୍ ଆଇଏଏସ୍ ଅଫିସର ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅବସ୍ଥାପିତ କରିଛନ୍ତି । ସେହିପରି ଶ୍ରମ ତଥା କର୍ମଚାର ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଅନୁ…

ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି : ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସ୍ଥାନୀୟ ସେଚ୍ଚସଦନଠାରେ ଜଳସମ୍ପଦ ବିଭାଗ ଦ୍ୱାରା ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି, ଡ୍ରେନେଜ୍ କାର୍ଯ୍ୟ, ସମ୍ବେଦନଶୀଳ ଅଞ୍ଚଳରେ ବନ୍ୟା ପ୍ରତିରୋଧକ ବନ୍ଧ ଓ ନଦୀବନ୍ଧର…

କୁଡ଼ାପଡ଼ାର ଯୁବକମାନଙ୍କ ଦ୍ୱାରା ପ୍ରଶଂସନୀୟ କାର୍ଯ୍ୟ 

ଝାରବନ୍ଧ  :- ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ମୁଖ୍ୟାଳୟ ସ୍ଥିତ  କୁଡ଼ାପଡ଼ାର ଯୁବକମାନଙ୍କ ଦ୍ୱାରା କୁଡ଼ାପଡ଼ା ଅଙ୍ଗନବାଡି ସାମ୍ନାର ଅଳିଆ ଆବର୍ଜନା ସଫା କରି, ଚାରି ଟ୍ରିପ ମୋରମ ଆଣି ସମତୁଲ  କରି, ସେଠାରେ ଥିବା ନଳକୂପର ଚାରିପାର୍ଶ୍ଵ ସଫାସୁତୁରା କରି ସିମେଣ୍ଟ କଂକ୍ରିଟ କରିଛନ୍ତି ଏବଂ…

 ରାସ୍ତା ପାଇଁ ଲୋକେ ହନ୍ତସନ୍ତ , ରାସ୍ତା ତିଆରି ନ ହେଲେ ରାଜ ରାସ୍ତା କୁ ଓଲ୍ହାଇବେ ଗଣ୍ଡାପଡାବାସୀ 

ଗୋଲାମୁଣ୍ଡାରୁ ନହୁସ ବାଗ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅଧୀନରେ  ଥିବା ବଡଚେରଗାଁ  ପଞ୍ଚାୟତ ସ୍ଥିତ କର୍ଲା ଗ୍ରାମର ଗଣ୍ଡାପଡାରେ ଦେଖିବାକୁ ମିଳିଛି ଏକ ଚକିତ ଘଟଣା | ଜାନୁଆରୀ ମାସରେ ମାଟି କାମ ଆରମ୍ଭ ହେଇ ଥିଲା ଓ କାମ ବି ଶେଷ ହେଇ ଯାଇ ଥିଲା ,କିନ୍ତୁ ବର୍ଷା ଦିନ…

ଯୋଗ୍ୟ ହିତାଧିକାରୀ ମାନଙ୍କୁ ମିଳୁନାହିଁ ସରକାରୀ ସୁବିଧା

 ବରଗଡ :- ବିଧବା ଭତ୍ତା , ବାର୍ଦ୍ଧକ୍ୟ ଭତ୍ତା , ବିକଳାଙ୍ଗ ଭତ୍ତା କୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ । ସ୍ୱାଭାବିକ ଭାବରେ କହିବାକୁ ଗଲେ ଏହିପରି ବହୁ ହିତାଧିକାରୀ ଅଛନ୍ତି ଯେଉଁମାନେ ସରକାର ଙ୍କର ଦ୍ୱାରା ନିର୍ଧାରିତ ସମସ୍ତ ମାନଦଣ୍ଡରେ ଯୋଗ୍ୟ ଥାଇ ମଧ୍ୟ ସରକାରୀ ସୁବିଧାରୁ ବର୍ଷ ବର୍ଷ…

କାଳିଆ ଟଙ୍କା ଫେରସ୍ତ ପାଇଁ ଅଯୋଗ୍ୟଙ୍କୁ ନୋଟିସ କରିବା ଦୁର୍ଭାଗ୍ୟଜନକ -ଜୟଦେବ ଜେନା

ଭୁବନେଶ୍ୱର (ଶାସକ ପ୍ରଶାସକ) :  ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ କରିବା ଦୁର୍ଭାଗ୍ୟଜନକ ବୋଲି ପୂର୍ବତନ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା  କହିଛନ୍ତି । http://www.youtube.com/watch?v=q8cH_Egc2LQ ଶ୍ରୀ ଜେନା କହିଛନ୍ତି ଯେ ସେମାନେ…

ନିଶାପାଇଁ ନିଶାଡୀ ପିଉଛନ୍ତି କଫ ସିରପ, ରାସ୍ତାକଡ଼ରେ ଅବାଧ ନକଲି ମଦ ବିକ୍ରି

ରାସ୍ତାପାର୍ଶ୍ଵରୁ ମଦ ଦୋକାନ ସ୍ଥାନାନ୍ତର ଦାବି ଝାରବନ୍ଧ-ମନୋହାର ଦାଶ : ବର୍ତ୍ତମାନ ସମଗ୍ର ବିଶ୍ୱ ରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଥିବା ବେଳେ ଏହା କୁ ରୋକିବା ପାଇଁ ପ୍ରସାଶନ ପକ୍ଷ ରୁ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲକଡାଉନ ଓ ସଟଡାଉନ କରା…