ଆଜି ଚିହ୍ନଟ ହେଲେ ୧୦୬୮ ଜଣ କରୋନା ପଜିଟିଭ୍, ଯାଇଛି ୫ ଜଣଙ୍କ ଜୀବନ 

  କରୋନା ଚିକିତ୍ସିତ ହେଉଥିବା ୨ ବର୍ଷର ଶିଶୁକନ୍ୟାର ଗଲା ପ୍ରାଣ : କରୋନା ଜନିତ ନୁହେ, ଭିନ୍ନ କାରଣ   ଗଜପତି ଜିଲ୍ଲାରୁ ୮୮ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୨ଜଣ ,ଖୋର୍ଦ୍ଧା ଜିଲ୍ଲାରୁ ୧୯୪ଜଣ, ଗଞ୍ଜାମ ଜିଲ୍ଲାରୁ ୨୪୫ଜଣ ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବ ଦିନ ଗୁଡିକ ଅପେକ୍ଷା କମିଛି…

ପ୍ରକାଶ ପାଇଲା ମାଟ୍ରିକ ଫଳ : ପାସ ହାର  ୭୮.୭୬ % 

ସର୍ବାଧିକ ପାସ୍ ହାର ୮୯ .୩୭  ପ୍ରତିଶତ ସହ ସର୍ବାଗ୍ରେ ବରଗଡ଼ ଜିଲ୍ଲା  ଶୂନ ରେଜଲ୍ଟ କରିଥିବା  ସ୍କୁଲ ସଂଖ୍ୟା  ଗତବର୍ଷର ୮୨ରୁ ଖସି ଏବର୍ଷ ମାତ୍ର ୩୧ ଶତ ପ୍ରତିଶତ ପରୀକ୍ଷା ଫଳ କରିଥିବା  ସ୍କୁଲ ସଂଖ୍ୟା ପୂର୍ବବର୍ଷ ତୁଳନାରେ ଦୁଇ ଗୁଣରୁ ଅଧିକ  ଭୁବନେଶ୍ୱର:…

ବଦ୍ରିନାଥ ଜାତୀୟ ରାଜପଥରେ ଭୂସ୍ଖଳନ

ନୂଆଦିଲ୍ଲୀ : ଲଗାତାର ବର୍ଷା ହେତୁ ଗତ ସନ୍ଧ୍ୟାରେ ଚାମୋଲି ଜିଲ୍ଲାର କୋଡିଆର ବଦ୍ରିନାଥ ଜାତୀୟ ରାଜପଥରେ ଭୂସ୍ଖଳନ ଘଟିଛି। ଏହିକରଣରୁ  ଜାତୀୟ ରାଜପଥ ଏକାଧିକ ସ୍ଥାନରେ ଅବରୋଧ କରାଯାଇଛି। ମାର୍ଗ ସଫା କରିବାକୁ ଅପରେସନ୍ ଚାଲିଛି |  

କେତେ ଅମଣିଷ ହେଇଯାଉଛି ଏ ମଣିଷ 

କରୋନା ଆକ୍ରାନ୍ତ ମା ବୋଲି ଶବ ସତ୍କାର ପାଇଁ ଭୟରେ ଆସିଲେନି ଗ୍ରାମବାସୀ  ସରପଂଚ ଦିର୍ଘ ସମୟଧରି ବୁଝାସୁଝା କରିବାରେ ପରେ ବି ହେଲେ ବିଫଳ ଶେଷରେ ଆସି ସଂସ୍କାର କଲେ ଆରବିକେଏସ  ଇନଚାର୍ଯ ଓ ସ୍ୱାସ୍ଥ୍ୟକର୍ମୀ  ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ…

ସଂଘର୍ଷ : ଷୋଳ ବନାମ ଷାଠିଏ ପରିବାର 

 ସରକାରୀ ଜମିକୁ କେନ୍ଦ୍ରକରି ରଗଡ଼ିମଡ଼ାରେ ଗୋଷ୍ଠୀ ବିବାଦ  ମାଡ ଭୟରେ  ଓଡ଼ଗାଁ ବସଷ୍ଟାଣ୍ଡରେ ଆଶ୍ରୟ ନେଇଛନ୍ତି କିଛି ଲୋକ  ପୋଲିସ ପ୍ରଶାସନ ହସ୍ତକ୍ଷେପ କରି ଶାନ୍ତି ଫେରେଇ ଆଣିବାକୁ ଅନୁରୋଧ  ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର):  ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା…

ଓଡ଼ଗାଁ ଥାନା ପ୍ରବେଶ ପଥରେ ଲାଗିଲା ବିଶୋଧନକାରୀ ଯନ୍ତ୍ର

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶଥାନା ପ୍ରବେଶ ପଥରେ ଆଜି ବିଶୋଧନକାରୀ ଯନ୍ତ୍ର ଲାଗିଲା । ଓଡ଼ଗାଁ ଏନଏସି ଏବଂ ବ୍ଲକର ଅଂଚଳରୁ ଥାନାକୁ ଆସୁଥିବା ସାଧାରଣ ଲୋକ ଉକ୍ତ ଯନ୍ତ୍ରକୁ ଅତିକ୍ରମ କରି ଥାନା ମଧ୍ୟକୁ ପ୍ରବେଶ କରିବେ । ଏହାକୁ ଅତିକ୍ରମ କରିବା ବେଳେ ସେଠାରେ…

ଆଜି ପ୍ରକାଶ ପାଇବ ମାଟ୍ରିକ ଫଳ । 

ରାଜ୍ୟରେ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ ଆଜି ସକାଳ ୯ଟାରେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ  ଫଳ ପ୍ରକାଶ ପାଇବାକୁ ଟିଯିବା ବେଳେ  ଦିନ ୧୧ ଟା ୩୦ରେ ୱେବ୍‌ସାଇଟ୍‌ରେ ଏହା ଉପଲବ୍ଧ ହେବ । ବୋର୍ଡ ପକ୍ଷରୁ ଜାରି  ୱେବ୍‌ସାଇଟ୍‌ ଓ…

ଜୟ ନାରାୟଣ ଓ ନାଉରୀଙ୍କ ନାଁରେ ମାମଲା ରୁଜୁ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନାଁରେ  ଟାଉନ ଥାନାରେ ମାମଲା ରୁଜ୍ଜୁ ହୋଇଛି। ଉଭୟ ବିଧାୟକଙ୍କ ସମେତ ୧୦ ଜଣ ସମର୍ଥକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଏତଲାରେ କୋଭିଡ ମାର୍ଗଦର୍ଶିକା ଉଲ୍ଲଂଘନ ସହ ପୋଲିସ…

ବିଜେଡି କର୍ମୀ କୃଷ୍ଣଚନ୍ଦ୍ର ଙ୍କ ଜଣ୍ଡିସ ନେଲା ଜୀବନ, କେବେ ଚେଇଁବ ପ୍ରଶାସନ !

କେବେ ସୁଦ୍ଧା ବଦଳିବ ପୁରୁଣା ପାଣି ପାଇପ ବଦଳ କାମ  ସହରରେ ଅନେକ ଅଂଚଳରେ ପୁରୁଣା ପାଇପ ଫାଟି ମିଶୁଛି ଦୂଷିତ ଜଳ   ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ସହରରେ ପୁଣି ଫେରିଛି କାମଳ ବା ଜଣ୍ଡିସ l ୨୦୧୪ ମସିହାରେ ଏହି ମହାମାରୀ କବଳରେ ସହର ର  ଶତାଧିକ ଲୋକଙ୍କ ଜୀବନ ଯାଇଥିଲା l…

ସୋସିଆଲ ୱେଲଫେୟର୍ ଅର୍ଗାନାଇଯେସନ୍ ପକ୍ଷରୁ ନବନିଯୁକ୍ତ ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନା

ଧର୍ମଗଡ / ସୁଶାନ୍ତ ରାଉତ:   ସୋସିଆଲ ୱେଲଫେୟର୍ ଅର୍ଗାନାଇଯେସନ୍ ଧର୍ମଗଡ଼ କଳାହାଣ୍ଡି ପରିବାର ତରଫରୁ ଧର୍ମଗଡ ଥାନା  ନୂତନ  ଆଇଆଇସି ଭାବେ ଯୋଗ ଦେଇଥିବା  ଶ୍ରୀ ଚନ୍ଦ୍ରଶେଖର ଶବରଙ୍କୁ ପୁଷ୍ପଗୁଚ୍ଛ  ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂଗଠନ ର ସଦସ୍ୟ ରମେଶ ଦୁର୍ଗା, ରୋହିତ…