କଟକଣା  ଟିକେ ହେବ ହୁଗୁଳା: ରାତି ଖୋଲା ମେଲା, ଖୋଲିବ ଯୋଗକେନ୍ଦ୍ର ଆଉ ବ୍ୟାୟାମଶାଳା 

ହେଲା କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନଲକ-3 ମାର୍ଗଦର୍ଶିକା ଜାରି ଆବଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟକଳାପ ପାଇଁ ଅନୁମତି ଅଗଷ୍ଟ 31 ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳରେ କଡାକଡି ଭାବେ କାର୍ଯ୍ୟକାରୀ ହେବ ଲକଡାଉନ ରହିବନି ରାତ୍ରୀକାଳୀନ ଯାତାୟାତ କଟକଣା ଓ…

ମୁରିବାହାଲ ଥାନା ଏସ ଆଇ ଭିଲିଲାନ୍ସ ହାତରେ ଧରାପଡିଲେ।

୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ରେଡ ହାଣ୍ଡ ଧଇଲା ଭିଜିଲାନ୍ସ  ବଲାଙ୍ଗିର, ମୁରିବାହାଲ୍ (ଗୌରବ ଦରଜୀ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାରେ ଅବସ୍ଥାପିତ ଥିବା ଏସଆଇ ସରୋଜ ରଥ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଥାନା ପରିସରରେ ଥିବା ଶ୍ରୀ…

ଜେଏମଜେ ଡାକ୍ତରଖାନାକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବରେ  ବୃଦ୍ଧି କଲା ପ୍ରଶାସନ  

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ କୋଭିଡ ଡାକ୍ତରଖାନା ଭାବେ ଘୋଷଣା କରିଛନ୍ତି l ଫଳରେ ଲୋକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ଭୁଖୀନ ହେଉଥିଲେ l ଏହା କୁ ଦୃଷ୍ଟି ରେ ରଖି ଆଜି ଠାରୁ ବରେଇପାଲି ଠାରେ…

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବମାଲୋଇ ଗ୍ରାମ ପଞ୍ଚାୟତ ଗୁରୁପାଲି ପାଖ କପିଲାଶ ପଡାରେ ରାମ କିସାନ (୬୦) ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।  ମୃତ ରାମ କିସାନଙ୍କ ପୁଅ ଭରତଙ୍କ ଏତଲା ଆଧାରେ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ବର ସାହୁ …

ଜ଼ିଲ୍ଲା ରେ ତ୍ରିଶତକ ପାର କଲା କରୋନା, ପୁଣି ୨୧ଜଣ ପଜିଟିଭ ଚି଼ହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨ ରେ ପହଂଚିଲା  

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର  ଜିଲ୍ଲାରେ ବୁଧବାର ପୁଣି ୨୧ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି l ଫଳରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଜ଼ିଲ୍ଲା ରେ ତ୍ରିଶତକ ଅତିକ୍ରମ କରିଛି l ଏହା ସହିତ ସମୁଦାୟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦୨ ରେ ପହଂଚିଛି l ଆଜି ଚି଼ହ୍ନଟ ୨୧ଜଣ ଙ୍କ…

ଆପ୍ ଗଜପତି ତରଫରୁ ଗୁମ୍ମା ବ୍ଲକର ମୁନି ସିଂ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗ ସିଂ ଗ୍ରାମ ରେ ମାସ୍କ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆପ୍ ଗଜପତି ତରଫରୁ ଗୁମ୍ମା ବ୍ଲକର ମୁନି ସିଂ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗ ସିଂ ଗ୍ରାମ ରେ ମାସ୍କ ବଣ୍ଟନ କରାଯାଇଛି । ଆପ୍ ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନିର୍ଦ୍ଦେଶରେ ଉକ୍ତ ଗ୍ରାମରେ ମାସ୍କ ବଣ୍ଟନ କରାଯିବା ସହ…

ଆଇଏଏସ୍‌ ଅଫିସର ହେବ ଲକ୍ଷ୍ୟ ରଖିଛନ୍ତି କଳାହାଣ୍ଡି ଜିଲା ମାଟ୍ରିକ୍‌ ଟପ୍ପର

ଜୁନାଗଡ (ଆଦିତ୍ୟ ମହାନ୍ତି) : ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ହlବସପୁର ଗ୍ରାମର ସୌରଭ କୁମାର  ଜିଲ୍ଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହବlସପୁର  ଗ୍ରାମ ର ବାପା ମନ୍ ଧର…

ରାଫେଲ ଜେଟ ବାୟୁସେନାରେ ସାମିଲ

ନୂଆଦିଲ୍ଲୀ (ଏସପିବି) : ପ୍ରଥମ 5ଟି ରାଫେଲ ଏୟାର କ୍ରାଫ୍ଟ ଆଜି ଅମ୍ବାଲାସ୍ଥିତ ବାୟୁ ସେନା ଷ୍ଟେସନରେ ପହଞ୍ଚିଛି । ଫ୍ରାନ୍ସର ମେରିଗନାକସ୍ଥିତ ଡାସଲ୍ଟ ଆଭିଏସନ କେନ୍ଦ୍ରରୁ ଗତ 27 ତାରିଖ ସକାଳୁ ଯାତ୍ରାରମ୍ଭ କରିଥିବା ଏହି ଏୟାରକ୍ରାଫ୍ଟଗୁଡିକ ଅପରାହ୍ନରେ ଅମ୍ବାଲାଠାରେ ପହଞ୍ଚିଥିଲା ।…

ହରିଦାସପୁର-ପାରାଦୀପ ରେଳପଥ ସଂପୂର୍ଣ୍ଣ ହେବା ପ୍ରସଙ୍ଗରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍ଘାଟନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ • ତୁରନ୍ତ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ • କେନ୍ଦ୍ରାପଡ଼ାବାସୀଙ୍କ ରେଳ ସଂଯୋଗ ସ୍ୱପ୍ନ ହେବ ସାକାର, ମୋଦୀଙ୍କ…

ଲୋକଙ୍କ ପାଇଁ ହେଉଥିବା ବାସ୍ତବ କାର୍ଯ୍ୟ ଓ ଡ୍ରାମାବାଜି ଭିତରେ ଥିବା ଫରକକୁ ଜନସାଧାରଣ ବେଶ୍‍ ଭଲଭାବେ ଜାଣିଛନ୍ତି…

ବିଧାୟକଙ୍କ ଦୁର୍ବ୍ୟବହାର ଓ କୋଭିଡ୍ ନିୟମାବଳୀର ଉଲ୍ଲଂଘନକୁ ବିଜେପିର ସମର୍ଥନ ଦୁର୍ଭାଗ୍ୟଜନକ ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଗତକାଲି ଯେଭଳି ଶହେରୁ ଉଦ୍ଧ୍ୱର୍ ସମର୍ଥକଙ୍କ ସହିତ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ସମ୍ବଲପୁର  ଜିଲ୍ଲାପାଳଙ୍କ ଦପ୍ତରରେ ଧସେଇ…