ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ।

0

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଝିଟକି ଗ୍ରାମରେ ଭାଲୁ ଆକ୍ରମଣ ଯୋଗୁଁ ସେହି ଗ୍ରାମର ସଭାପତି ଧରୁଆ ଗୁରୁତର ଆହତ ହୋଇଛନ୍ତି।  ସକାଳୁ ଧାନ ଖଳାରେ ଧାଳ ଅମଳ କରୁଥିବା ସମୟରେ ଭାଲୁ ଆକ୍ରମଣ କରିଥିଲା ଫଲରେ ସଭାପତି ଧରୁଆଙ୍କ ମୁଣ୍ଡରେ ଓ ପିଠିରେ ଗଭୀର କ୍ଷତ ସୄଷ୍ଟି ହେଇଛି । ପ୍ରଥମେ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା ଏବଂ ପରେ ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.