ନୟାଗଡ ଜିଲ୍ଲାରେ ପ୍ରଥମ ତିନି ସ୍ଥାନରେ ଝିଅ

ପ୍ରଥମ ଓ ତୃତୀୟ ସ୍ଥାନରେ ଓଡଗାଁ ରାଧାକାନ୍ତ ବାଳିକା ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଜ୍ଞା ଓ ମେଘନା  ଦ୍ଵିତୀୟ ସ୍ଥାନରେ ରହିଲେ  ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ମାନମୟୀ  ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଅନେକ ଆଶା ଆଶଙ୍କାକୁ ଦୁରେଇ ଦେଇ ମାଧ୍ୟମିକ ଶିକ୍ଷା…

ଟ୍ରାକରେ ଓହ୍ଳାଇଲା ରେଳ ସାଇକେଲ

ନୂଆଦିଲ୍ଲୀ(ଶାସକ ପ୍ରଶାସକ) ରେଳବାଇ ପକ୍ଷରୁ ରେଳ ଟ୍ରାକରେ ଓହ୍ଳାଇଛି  ରେଳ ସାଇକେଲ | ଟ୍ରାକ ଯାଞ୍ଚ, ମନିଟରିଂ ଏବଂ ଜରୁରୀ ମରାମତି ପାଇଁ ରେଳ ଟ୍ରାକରେ ଶୀଘ୍ର ଯାତ୍ରା କରିବା ପାଇଁ ଏହି ରେଲସାଇକେଲ ବେଶ ସହାୟକ ହେବ | ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା ଏକ ସରଳ ଉଦ୍ଭାବନ |…

ଜଗତସିଂହପୁର ଜିଲ୍ଲାରେ କରୋନା ସ୍ଥିତି ଓ ପ୍ଲାଜମା ଦାନ ସମ୍ପର୍କରେ ସମୀକ୍ଷା କଲେ ମନ୍ତ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ଅନୁଷ୍ଠିତ  ଏକ ବୈଠକରେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି…

ପଥର ମାଫିଆଙ୍କ କବଳରୁ ମୁକୁଳିବକି ପଥରଖଣି !

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ତହସିଲ ଅନ୍ତର୍ଗତ କୋମଣ୍ଡ କଣ୍ଟନମେଣ୍ଟ ଜୋନ ଅଞ୍ଚଳରେ ଚାଲିଥିବା ବେଆଇନ ମାଙ୍କଡା ଖଣିରେ ଚଢ଼ାଉ କରି 90 ହଜାର ଟଙ୍କାର ଜୋରିମାନା ଆଦାୟ କରିଛନ୍ତି ଓଡଗାଁ ତହସିଲଦାର । ଉକ୍ତ ଅଞ୍ଚଳରେ କରୋନା  ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ…

କରୋନାରେ ମୃତ୍ୟୁବରଣ କରିଥିବା ଦୁଇ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏ ସହାୟତା 

ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଗଣମାଧ୍ୟମ ପରାମର୍ଶଦାତା  ଭୁବନେଶ୍ୱର (ଶାସକ ପ୍ରଶାସକ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି । କରୋନା ମହାମାରୀ ସମୟରେ ସାହସର ସହ ଦାୟିତ୍ୱ…

ଆଇଏସଓ ସାର୍ଟିଫିକେଟ୍ ହାସଲ କରିବାରେ ବେଦାନ୍ତ “ନନ୍ଦଘର” ଓଡିଶାରେ ଆଗୁଆ |

ଭବାନୀପାଟଣା/ ଲାଞ୍ଜିଗଡ(ଶାସକ ପ୍ରଶାସକ) :  ବେଦାନ୍ତ ଗ୍ରୁପ୍‌ର ଫ୍ଲାଗସିପ୍ କର୍ପୋରେଟ୍ ସାମାଜିକ ଦାୟିତ୍ୱ ବା ସିଏସଆର  ପ୍ରକଳ୍ପ "ନନ୍ଦ ଘର" ଘୋଷଣା କରିଛି ଯେ ଓଡିଶାର କଳାହାଣ୍ଡିରେ ଥିବା ଏହାର ତିନୋଟି କେନ୍ଦ୍ର ସମ୍ମାନଜନକ ଆଇଏସଓ  ପ୍ରମାଣପତ୍ର ପାଇଛି। ପ୍ରାରମ୍ଭିକ ଶିକ୍ଷା ପ୍ରଦାନ,…

୨୮  ଜିଲ୍ଲାରୁ ୧୨୦୩   କରୋନା ପଜିଟିଭ 

 ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩୦ ହଜାର  ଆଜି ଦଶ ଜଣ କରୋନା ଜନିତ ମୃତ୍ୟୁ ଘଟିଛି  ଭୁବନେଶ୍ୱର (ଶାସକ ପ୍ରଶାସକ) :  ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ  ରାଜ୍ୟରେ  ୧୨୦୩    କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ…

ଆଜି ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା 

ସାରାଦେଶରେ ଆଜି କାରଣ  ୫୨,୧୨୩/ ୭୭୫  ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୨,୧୨୩ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୭୭୫ ଜଣଙ୍କ ମୃତ୍ୟୁ ହୋଇଛି |  ଲଗାତାର ଦ୍ଵିତୀୟ ଦିନ ପାଇଁ ଦେଶରେ ୫ଲକ୍ଷରୁ ଅଧିକ କୋଭିଡ ନମୁନା ପରୀକ୍ଷା କରାଯାଇଛି | ଦେଶରେ ମୋଟ…

ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 

ଭୁବନେଶ୍ୱର (ଶାସକ ପ୍ରଶାସକ): ସମାଜସେବୀ  ଆଦିତ୍ୟ ଦାସ ମୃତ୍ୟୁ  ରହସ୍ୟ ଏକ ପ୍ରକାର ବୁଢିଆଣୀ ଜାଲ ପରି ହୋଇଯାଇଥିବା ବେଳେ ଏହି  ହତ୍ୟା ରହସ୍ୟର କ୍ରାଇମ ବ୍ରାଞ୍ଚ ତଦନ୍ତ କରିବାକୁ ପୋଲିସ ଡିଜି  ନିର୍ଦ୍ଦେଶ ଦେଇଛନ୍ତି। ଡିଜିପି ଏକ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି, “ମୁଁ ସମାଜସେବୀ ଶ୍ରୀ…

ଚିରାଚରିତ ଶିକ୍ଷା ବ୍ୟବସ୍ଥାକୁ ଅବ୍ୟାହତି, କ୍ୟାବିନେଟ ମଞ୍ଜୁରୀ ପାଇଲା ନୂତନ ଶିକ୍ଷାନୀତି

ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ ମହାଶକ୍ତି ଭାବେ ପରିଣତ କରିବାକୁ ଲକ୍ଷ୍ୟ • ଦେଶର ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ପାଇଁ ମାର୍ଗ ପ୍ରଶସ୍ତ • ନୂଆ ନୀତିରେ 2030 ସୁଦ୍ଧା ଶତପ୍ରତିଶତ ଜିଇଆର ସହିତ ପ୍ରାକ-ବିଦ୍ୟାଳୟରୁ ମାଧ୍ୟମିକ ସ୍ତର…