ଝାରସୁଗୁଡ଼ା ସହରର ବିକାଶ ପାଇଁ ଉଚ୍ଚସ୍ତରୀୟ ବୈଠକ।
ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ବୈଠକ।
ଚୌକିପଡ଼ାଠାର ରେଲୱେ ଓଭରବ୍ରିଜ୍ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯିବ।
ପୁରୁଣା ବସଷ୍ଟାଣ୍ଡ ପୂର୍ବଭଳି କାର୍ଯ୍ୟକ୍ଷମ ରହିବ।
ଝାରସୁଗୁଡ଼ା :( ସୁଭାଷ ସହାରେ) -ଝାରସୁଗୁଡ଼ାର…