ସର୍ବଭାରତୀୟସ୍ତରରେ ୧୯୫ ର‍୍ୟାଙ୍କ ହାସଲ କଲେ ବେଦଭୂଷଣ 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ନଂ ୨ ରେ ବରିଷ୍ଠ ଶିକ୍ଷକ ଭାବରେ କାର୍ଯ୍ୟରତ ସୋମଦତ୍ତ ଶାସ୍ତ୍ରୀଙ୍କ ପୁତ୍ର ବେଦ ଭୂଷଣ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ର‍୍ୟାଙ୍କ ହାସଲ କରିଛନ୍ତି। ବରଗଡ ଜିଲାର ମୂଳ ନିବାସୀ ବେଦ ଭୂଷଣ ଗତ ୨୦୧୭ର…

ୟୁପିଏସସି ପରୀକ୍ଷାରେ ସଫଳ ବିଶ୍ୱରଞ୍ଜନଙ୍କୁ ଶୁଭେଚ୍ଛା ଜଣାଇଲେ ଉତ୍ତର ବିଧାୟକ 

ଭୁବନେଶ୍ୱର (ଶାସକ ପ୍ରଶାସକ) :ଭୁବନେଶ୍ୱର ଉତ୍ତର  ନିର୍ବାଚନମଣ୍ଡଳୀ ୧୪ ନଂ ୱାର୍ଡ ଅନ୍ତର୍ଗତ ନିଳାଦ୍ରୀ ବିହାର ଅଞ୍ଚଳରେ ରହୁଥିବା  ଶ୍ରୀ ବେଣୁଧର ଭୋଳ ଓ ମିନତୀ ଭୋଳଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀକୁମାର ବିଶ୍ୱରଞ୍ଜନ ଏଥର ୟୁପିଏସସି ପରୀକ୍ଷାରେ ପାଇଛନ୍ତି ସଫଳତା ।  ଜଣେ ଦରଜୀ ଭାବେ ଜୀବିକା…

ସର୍ବକନିଷ୍ଠ ଆଇଏଏସ ସିମି କରଣ, ଗାଈ ପ୍ରଶ୍ନର ସୁନ୍ଦର ଉତ୍ତର ଦେଇ ଆସିଥିଲେ ଚର୍ଚ୍ଚାକୁ

 'ସାର୍, ସେହି ଗାଈ ମାନେ ଭାଗ୍ୟବାନ, ଆଇଆଇଟିରେ ପହଞ୍ଚିବା ପାଇଁ ଆମକୁ କଠିନ ପରୀକ୍ଷା କରିବାକୁ ପଡିଥାଏ | ହେଲେ ଏ ଗାଈ ମାନେ ଏମିତି  ବୁଲି ବୁଲି ଆଇଆଇଟିରେ ପ୍ରବେଶ ପାଇଯାନ୍ତି ।' ଭୁବନେଶ୍ୱର(ଶାସକ ପ୍ରଶାସକ) : ଏହି ବର୍ଷର ଯୋଗ୍ୟ ସର୍ବ କନିଷ୍ଠ ଆଇଏଏସ୍ ଅଧିକାରୀ ହୋଇଛନ୍ତି ସିମି କରଣ…

ମୁକାବିଲା ପାଇଁ ମଇଦାନକୁ ଆଉ  ୪୭୭ ଯୋଦ୍ଧା 

ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ବିରୋଧରେ ଲଢ଼େଇକୁ ଅଧିକ କ୍ରିୟାଶୀଳ କରିବା ତଥା ବିଭିନ୍ନ  ଜିଲ୍ଲାରେ ଚିକିତ୍ସା ସେବାକୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଆଉ ୪୭୭ ଯୋଦ୍ଧାଙ୍କୁ ନିୟୋଜିତ କରିଛନ୍ତି | ୨୨୫ଜଣ  ଇନ୍-ସର୍ଭିସ୍ ପିଜି ଡାକ୍ତର ଏବଂ ୨୫୨  ପିଜି ଡାକ୍ତରଙ୍କୁ ରାଜ୍ୟର…

ପରିବର୍ତନଶୀଳ ପରିବେଶ ସହ ହୋଟେଲ ଶିଳ୍ପ ଖାପ ଖୁଆଇବା ଜରୁରୀ

ଭୁବନେଶ୍ୱର(ଶାସକ ପ୍ରଶାସକ)  : ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକି୍ରୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍ ଲେକ୍ଚର ସିରିଜି୍ରେ…

ଆଜି ଓଡ଼ିଶାରେ କରୋନା ୧୩୩୭ /୯ 

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଯୋଦ୍ଧାଙ୍କୁ ସମାନ ଜଣାଇବା ପାଇଁ  ଆଜି ସଂଧ୍ୟା ୬ଟାରେ ୧ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ଶପଥ ପାଠ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ଏପଟେ ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ୧୩୩୭  ଜଣ ଚିହ୍ନଟ  ହୋଇଛନ୍ତି ଓ ୯ ଜଣ…

କରୋନା ଟପିଲା ୧୯ ଲକ୍ଷ : ଗତ ୨୪ ଘଣ୍ଟା ଭିତରେ ୫୨,୫୦୯ 

ନୂଆଦିଲ୍ଲୀ : ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୨,୫୦୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୮୫୭    ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୯,୦୮,୨୫୫    ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୫,୮୬,୨୪୪  ଜଣ | ଏ ଯାବତ ଦେଶରେ ୧୨,୮୨,୨୧୬  ଜଣ ସୁସ୍ଥ ହୋଇ…

ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ 

ପୁନେ :  କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ସିଏମ ଶିବାଜିରାଓ ପାଟିଲ ନୀଲାଙ୍ଗେକରଙ୍କ ପୁଣେରେ ଦେହାନ୍ତ ହୋଇଛି | ତାଙ୍କୁ ୮୯ ବର୍ଷ ହୋଇଥିଲା |  କଂଗ୍ରେସ ନେତା ଶ୍ରୀ ନୀଲାଙ୍ଗେକର ଜୁନ୍ 1985 ରୁ ମାର୍ଚ୍ଚ 1986 ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ…

ଧର୍ମେନ୍ଦ୍ରଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ଓ ନେତୃବୃନ୍ଦ

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ ପଜିଟିଭ୍ ଆସିବା କାରଣରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ନେତ୍ରୁବୃନ୍ଦ |  ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି "…