ଲଖନପୁର ଅଞ୍ଚଳରେ ରୋଗପୋକ ଆକ୍ରମଣ
ରିହାତି ମୂଲ୍ୟରେ କୀଟନାଶକ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଘୋଷଣା।
ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ୬ରୁ ୭ଟି ଗ୍ରାମପଞ୍ଚାୟତରେ ରୋଗପୋକ ଆକ୍ରମଣରୁ ବ୍ୟାପକ ମାତ୍ରାରେ ଫସସଲହାନୀ ହେବାର ଆଶଙ୍କାରେ ଚାଷୀମାନେ ଚିନ୍ତିତ। ଯଥେଷ୍ଟ ମାତ୍ରାରେ କୀଟନାଶକ…