କୁକୁଡା ଫାର୍ମରୁ ଚୋରୀ, ନାବାଳକ ସମେତ ୩ ଗିରଫ

ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ ସହରର ପଟେଲ ନଗରରେ କୁକୁଡା ଫାର୍ମରେ ଚୋରୀ ଅଭିଯୋଗରେ ପୁଲିସ ଜଣେ ନାବାଳକ ସମେତ ୩ ଜଣଙ୍କୁ ଗିରଫ କରିଛି । ଆଜି ଅପରାହ୍ନରେ ନାବାଳକଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ…

ବିଜେଡି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୪୬ ୟୁନିଟ ରକ୍ତ ସଂଗ୍ରହ

ନୂଆପଡ଼ା(ଅମିତ ପୁରୋହିତ): କରୋନା ମହାମାରି ସମୟରେ ନୂଆପଡ଼ା ଜିଲ୍ଲାରେ ରକ୍ତଭାବ ଦୂର କରିବା ପାଇଁ ବିଜୁ ଜନତା ଦଳ ଆଗେଇ ଆସିଛି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ଓଡିଶା-ମୋ ପରିବାର ଯୋଜନାରେ ଖରିଆରରୋଡ ସେବା ସମିତି ସହାୟତାରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ…

କାଞ୍ଚନବେନ ରସିକଲାଲ ଢୋଲକିଆ ଚେରିଟେବୁଲ ଟ୍ରଷ୍ଟ ତରଫରୁ ଖାଦ୍ୟବାକ୍ସ ବଣ୍ଟନ

ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡା ଜିଲ୍ଲା ଖରିଆର ରୋଡ ଏନ.ଏ.ସି ସ୍ଥିତ କାଞ୍ଚନବେନ ରସିକଲାଲ ଢୋଲକିଆ ଚେରିଟେବୁଲ ଟ୍ରଷ୍ଟ ତରଫରୁ ରାସ୍ତା କଡରେ ଠେଲା ଲଗାଇ ବିକ୍ରି କରୁଥିବା ଜଳଖିଆ ଦୋକାନି ମାନଙ୍କୁ ଖାଦ୍ୟବାକ୍ସ ବଣ୍ଟନ କରାଯାଇଛି । ଖରିଆର ରୋଡ ସ୍ଥିତ ଗଣପତି ପେଲେସ ଠାରେ ନୂଆପଡା…

ନିର୍ବାଚନ ହେଲା ଅସିଦ୍ଧ, ରଦ୍ଦ ହେଲା ପଦ

କୁଳିଅଣା ପଞ୍ଚାୟତ ସମିତି ସଦସ୍ୟଙ୍କ ମିଥ୍ୟା ସତ୍ୟପାଠ ମହଙ୍ଗା ସାବ୍ୟସ୍ତ ହେଲା ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୁଳିଅଣା ପଞ୍ଚାୟତ ସମିତି ସଦସ୍ୟ କୃଷ୍ଣ ଚନ୍ଦ୍ର ନାଏକଙ୍କ ମିଥ୍ୟା ସତ୍ୟପାଠ ମହଙ୍ଗା ସାବ୍ୟସ୍ତ ହେଲା । ଆଜି ଜିଲ୍ଲା ଓ ଦୌରା ଜଜ୍ ଏସ…

ବିଶ୍ୱ ଆଦିବାସୀ ଦିବସକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପାଳନ କଲେ ଝାରସୁଗୁଡ଼ା ସମ୍ମିଳିତ ଆଦିବାସୀ ସମାଜ

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ଅଖିଳ ଭାରତୀୟ ଗୌଣ୍ଡୱାନା ଗୌଣ୍ଡ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜର ଯୁଗ୍ନ ଆୟୋଜନରେ ବିଶ୍ୱ ଆଦିବାସୀ ଦିବସ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟର ୨୦ଟି ଜିଲ୍ଲାରୁ ତୁଙ୍ଗ ଆଦିବାସୀ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ ।…

ସଂଗ୍ରହ ହେଲା ୭୦ ୟୁନିଟ ରକ୍ତ। ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ଆରମ୍ଭ କଲେ ବିଧାୟକ। 

ଝାରସୁଗୁଡ଼ା :(ସୁଭାଷ ସହାରେ) /ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କୁରେମାଲର ପିଡବ୍ଲୁଡି ବଙ୍ଗଳାଠାରେ 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। 'ଓଡ଼ିଶା ମୋ ପରିବାରର କାର୍ଯ୍ୟକ୍ରମର ଅଂଶବିଶେଷ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ…

କୋରୋନା ସଂକ୍ରମିତ ଗର୍ଭବତୀ ମହିଳା ଜନ୍ମ ଦେଲେ ସୁସ୍ଥ କନ୍ୟା। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର କୋଭିଡ ଡାକ୍ତରଖାନାରେ ଏକ ନବଜାତ କନ୍ୟା ସନ୍ତାନକୁ ଜନ୍ମ ଦେଇ ସଙ୍କଟ ସମୟରେ ଖୁସିର ଲହରୀ ଆଣିଦେଇଛନ୍ତି ଜଣେ କୋରୋନା ସଂକ୍ରମିତ ମହିଳା। ସ୍ଥାନୀୟ ସରବାହାଲ ଅଞ୍ଚଳର ଏହି ମହିଳା  ଓ ତାଙ୍କ ପରିବାରର ଅନ୍ୟ ତିନି ଜଣ ସଦସ୍ୟଙ୍କ ସହ କୋଭିଡ ସଂକ୍ରମିତ…

କୋହଳ ହେବ ସଟଡାଉନ! ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାରେ ନୂଆଁଖାଇ ଉପରେ କୋରୋନା ପାଇଁ କଟକଣାକୁ ଲାଗୁ କରିବାକୁ ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ନେଇ ଝଡ଼ ସୃଷ୍ଟି ହୋଇଛି। ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ଓ ଲୋକେ ଘରେ ରହି ଏହା ପାଳନ କରୁଥିବା ଯୋଗୁଁ ଏହାଦ୍ୱାରା କୌଣସି ପ୍ରକାରର…

କୋରୋନା : ୪୦୦ ଛୁଇଁଲା ଝାରସୁଗୁଡ଼ା।

ଝାରସୁଗୁଡ଼ା -(ସୁଭାଷ ସହାରେ) : କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଝାରସୁଗୁଡ଼ାରେ ବଢ଼ି ଚାଲିଛି ।ଗତ ୨୪ ଘଣ୍ଟାରେ ୯ଟି ନୂତନ ମାମଲା ସାମନାକୁ ଆସି ସାରିଛି। ଏହା ସହ ଝାରସୁଗୁଡ଼ାରେ କୋଭିଡ -19 ସଂକ୍ରମଣର ସଂଖ୍ୟା ୪୦୦ କୁ ପହଞ୍ଚି ଯାଇଛି। ଏହା ମଧ୍ୟରୁ ୩୧୭ ଜଣ ସୁସ୍ଥ ଲାଭ କରି ସାରିଥିବା…

ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କ ପିତୃ ବିୟୋଗ

ଭୁବନେଶ୍ୱର- ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ପିତା ଭାଗିରଥୀ ନାୟକଙ୍କ ୮୮ ବର୍ଷ ବୟସରେ ଭଦ୍ରକସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ଅସୁସ୍ଥ ଥିବା ସ୍ୱର୍ଗତ ନାୟକ ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ ପରେ ପରିବାର ସହ ଭଦ୍ରକରେ…