ଦେଶାତ୍ମବୋଧକ କବି ସମ୍ମିଳନୀ ଅନୁଷ୍ଠିତ 

କୁଚିଣ୍ଡା (ରମାକାନ୍ତ ବିଶ୍ବାଳ ):  କୁଚିଣ୍ଡା ସ୍ଥିତ  ଆଦିବାସୀ ଭବନ ପରିସରରେ ମାସ୍କ ବ୍ୟବହାର କରି ତଥା ସମାଜିକ ଦୂରତ୍ୱ ରକ୍ଷାକରି  ସୁସାହିତ୍ୟିକ ତଥା ସମାଜସେବୀ ସୁବାଷ୍ ଚନ୍ଦ୍ର ନାୟକଙ୍କ ସଭାପତିତ୍ବ ଓ ଆଡଭୋକେଟ ହୃଦାନନ୍ଦ ଶର୍ମା ଙ୍କ ପରିଚାଳନା ରେ ସମ୍ବାଦ ସାହିତ୍ୟ ଘର କବିତା ଆସର…

ଗଣେଶ ପୂଜା ଓ ନୂଆଁଖାଇରେ ହେବନାହିଁ ସଟଡାଉନ 

ସମ୍ବଲପୁର :- ପଶ୍ଚିମ ଓଡ଼ିଶାର ମହାନ ଓ ସବୁଠାରୁ ବଡ ପର୍ବ ନୂଆଁଖାଇ । ଏହି ପର୍ବରେ ଚଳଚଂଚଳ ହୋଇପାସିଥାଏ ସମଗ୍ର ପଶ୍ଚିମ ଓଡିଶା । ଯିଏ ଯେଉଁଠି ଥାଉ ନା କାହିଁକି ସମସ୍ତେ ଏହି ସମୟରେ ନିଜ ଘର ଓ ଗାଁରେ ଏକତ୍ରିତ ହେଇ ନୁଆଁ ଖାଇଥାନ୍ତି ଓ ନୁଆଁ ଖାଇ ସାରିବା ପରେ ଗୁରୁଜନ ମାନଙ୍କର ଆଶୀର୍ବାଦ…

ରୁଷିଆ ରୁ ଆସିଲା ବିଶ୍ୱ ପାଇଁ ଖୁସିର ଖବର ।

ସଂଶୟ ବ୍ୟକ୍ତ କଲା  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମସ୍କୋ : କୋରୋନା ମହାମାରୀର କବଳରେ ସାରା ବିଶ୍ୱ । ସବୁ ଦେଶ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଏହି ମହାମାରୀ କବଳରୁ ମୁକ୍ତ ହେବାପାଇଁ । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଋଷିଆ ଦେଇଛି ଏକ ଖୁସିର ଖବର । ଆଜି ରୁଷର ରାଷ୍ଟ୍ରପତି ଭାଡ଼ିମୀର ପୁଟିନଙ୍କ…

ଆହତ ହେବା ସତ୍ତ୍ୱେ ସାହାସିକତା ଦେଖାଇଲେ, ଲୁଟେରାଙ୍କ ଭିତରୁ ଜଣକୁ ଧରି ପୋଲିସ ଜିମା ଦେଲେ

ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଟିଟିଲାଗଡ଼ ରୋଡ଼ରେ ବାରମ୍ବାର ଡକାୟତି, ଲୁଟ୍ ହେଉଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କର କାୟା ବିସ୍ତାର ବିଢ଼ି ଚାଲିଛି ।  ଟଙ୍କା ପାଇଁ   ଲହୁଲୁହାଣ ହେଉଛନ୍ତି ନିରୀହ  ଜନତା । ଆଜି ଏହାର ଆଉ ଏକ ଘଟଣା ଦେଖିବାକୁ…

ସୌମ୍ୟରଞ୍ଜନଙ୍କୁ କରୋନା

ସୌମ୍ୟରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ଧର୍ମେନ୍ଦ୍ର  ଭୁବନେଶ୍ୱର ( ଶାସକ ପ୍ରଶାସକ) : ବିଜୁ ଜନତା ଦଳ ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନଙ୍କୁ କରୋନା | ସେ ଆଜି ଏ ବିଷୟ ନିଜେ ଟୁଇଟ କରି ଜଣାଇଛନ୍ତି | ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ନିଜ ପରୀକ୍ଷା କରାଇ ନେବା…

ଅଗଷ୍ଟ ୧୫ରେ  ସୃଷ୍ଟି ହେବ ଇତିହାସ,ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା

  ନ୍ୟୁୟର୍କ(ଏଜେନ୍ସି ) : ଆମେରିକାର ନ୍ୟୁୟର୍କ ସହରର ଆଇକନିକ୍ ଟାଇମ୍ସ ସ୍କୋୟାରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଗଷ୍ଟ ୧୫  (ସ୍ୱାଧୀନତା ଦିବସ ୨୦୨୦ ) ରେ ଭାରତୀୟ ତ୍ରିରଙ୍ଗା  ପତାକା ଉତ୍ତୋଳନ କରାଯିବ। ଆମେରିକାରେ ରହୁଥିବା ଭାରତୀୟଙ୍କ ସଂଗଠନ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆସୋସିଏସନ୍…

ଆଜି ୧୩୪୧ ଜଣ ନୂଆ ଆକ୍ରାନ୍ତ, ୧୦ ମୃତ 

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଆଜି ରାଜ୍ୟରେ ୧୩୪୧  ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୯୬ ପହଁଚାଇଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୧୮   ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୫୨୩  ଜଣ | ଫଳରେ ରାଜ୍ୟରେ…

ଦିଆଗଲା ୭ ବର୍ଷ ପାଇଁ ଧର୍ମପଦ ପୁରସ୍କାର 

ଭୁବନେଶ୍ୱର (ଶାସକ ପ୍ରଶାସକ) : କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨୦୦୯ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପାଇଥିବା ପ୍ରତିଭାସମ୍ପନ୍ନ ୭ ଶିଳ୍ପୀଙ୍କୁ…

ଚବିଶି ଘଂଟାରେ ୫୩,୬୦୧ ଆକ୍ରାନ୍ତ, ୮୭୧  ମୃତ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୩,୬୦୧  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୮୭୧ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୨,୬୮,୬୭୬ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୩୯,୯୨୯  ଜଣ | ଏ ଯାବତ ଦେଶରେ ୧୫,୮୩,୪୯୦ ଜଣ…

ସ୍ତନ୍ୟପାନ ଶିଶୁର ବଂଚିରହିବା ଏବଂ ଶିଶୁ ସ୍ୱାସ୍ଥ୍ୟର ମୁଳଦୁଆ କାରଣ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୦ ପାଳିତ ଭୁବନେଶ୍ୱର/ସମ୍ବଲପୁର : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ କଂପାନିର ଆଦିତ୍ୟ ଆଲୁମିନିୟମ, ଲପଙ୍ଗା ୟୁନିଟ୍ ପକ୍ଷରୁ ସ୍ତନ୍ୟପାନର ଲାଭ ଓ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ନିକଟରେ ରେଙ୍ଗାଲି ବ୍ଲକ୍ର…