ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।
ମାଲକାନଗିରି/ବି.ଶ୍ରୀନିବାସ ପାତ୍ର : ସମ୍ପ୍ରତି ମାଲକାନଗିରି ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ତାଲିକା ପ୍ରକାଶ ପାଇଲା ପରେ ଉକ୍ତ ପଦୋନ୍ନତି ପ୍ରକ୍ରିୟାରେ ଅନୁସୂଚିତ ଜନଜାତି ଓ ଜନଜାତି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା।ଏ ସଂକ୍ରାନ୍ତରେ…