ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପଧାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ।। 

ସୋହେଲା(ଶାସକପ୍ରଶାସକ)- ସୋହେଲା ବ୍ଲକ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଜିତେନ୍ଦ୍ରିୟ ପଧାନଙ୍କୁ ଆଜି ୭୪ ତମ ସ୍ବାଧିନତା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପୋ ତାଙ୍କ ବାସଭବନକୁ ଯାଇ ସଂଗ୍ରାମୀଙ୍କୁ ପୁଷ୍ପ…

ସ୍ବାଧୀନତା ଦିବସରେ ଆଜି ଲଗାମଛଡା କରୋନା

ସବୁ ରେକର୍ଡ ଭାଙ୍ଗି ଆଜି ୨୫୦୦ ପାଖାପାଖି ,୮ ଜିଲ୍ଲା ରେ କରୋନା ତିନି ଅଙ୍କରେ  ପ୍ରଥମ ସ୍ଥାନରେ ଖୋରଧା, ୩୦୦ ଉପରେ ଦୁଇ ପଡୋଶୀ ,ଆଜି କରୋନାରେ ୯ ଜଣଙ୍କ ଯାଇଛି ଜୀବନ | ରାଜ୍ୟରେ ରେକର୍ଡ ପରିମାଣର ନମୁନା ଯାଞ୍ଚ, ୨୪ ଘଂଟାରେ ହୋଇଛି ୪୭,୮୮୭ |  ଭୁବନେଶ୍ୱର(ଶାସକ…

କୋବିଡ଼ ଯୋଦ୍ଧା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା

ବରଗଡ :- କୋବିଡ଼ ଯୋଦ୍ଧା ସାମ୍ବାଦିକ ମାନଙ୍କୁ ଆଜି ପାଇକମାଲ ଆଂଚଳରେ ଦୀର୍ଘ ବର୍ଷରୁ ଲୋକଙ୍କର ସେବା କରି ଆସୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାସ ତରଫରୁ ସମ୍ମର୍ଧନା ଜ୍ଞାପନ କରାଯାଇଥିଲା । ପାଇକମାଲ ତହସିଲ ଅଫିସ ରେ ଏକ ନିରାଡ଼ମ୍ବର ଉତ୍ସଵ ରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର…

ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୪  ତମ  ସ୍ୱାଧୀନତା ଦିବସ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୪ ତମ  ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି। ଉପଖଣ୍ଡ ସ୍ଥାରୀୟ ସମାରୋହରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଅନ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କୋବିଡ଼ ଯୋଦ୍ଧାଙ୍କୁ ସମ୍ମାନିତ…

ସମଗ୍ର ମାନବଜାତି ପ୍ରତି ଆହ୍ବାନ ସୃଷ୍ଟି କରିଥିବା କରୋନାର ମୁକାବିଲାରେ ଆମେ ଜିତିବା : ମୁଖ୍ୟମନ୍ତ୍ରୀ 

ପୁଣି ସ୍କୁଲମାନଙ୍କରେ ଘଣ୍ଟା ବାଜି ଉଠିବ,  ଆହୁରି ଆଗକୁ ବଢିବ ମାନବ ଜାତିର ଜୟଯାତ୍ରା କୋଭିଡ ଯୋଦ୍ଧାମାନେ ଯେଭଳି କାମ କରୁଛନ୍ତି ତାହାର ତୁଳନା ନାହିଁ  ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି  କୋଭିଡ ରୋଗୀଙ୍କୁ ସବୁପ୍ରକାର ସୁବିଧା…

ଚବିଶି ଘଂଟାରେ ୬୫,୦୦୨  ଆକ୍ରାନ୍ତ, ଯାଇଛି  ୯୯୬ ଜୀବନ 

 ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୫,୦୦୨   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୯୬  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୫,୨୬,୧୯୩ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୬୮,୨୨୦   ଜଣ |  ଏ ଯାବତ ଦେଶରେ ୧୮,୦୮,୯୩୭ ଜଣ…

ପୂର୍ବତଟ ରେଳପଥ ଦ୍ୱାରା ଆର୍ଟ ଗ୍ୟାଲେରୀ ଅଭିକ୍ଷ୍ୟା ଉଦ୍ଘାଟିତ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ଦ୍ୱାରା ଆର୍ଟ ଗ୍ୟାଲେରୀ ଓ ଆର୍ଟ ସ୍ଟୁଡ଼ିଓ "ଅଭିକ୍ଷ୍ୟା" ଉଦ୍ଘାଟିତ ହୋଇଯାଇଅଛି I ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ଖୋର୍ଦ୍ଧା ରୋଡ଼  ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ…

କେନ୍ଦ୍ରାପଡ଼ାର ଅସହାୟ ପରିବାରକୁ ସହଯୋଗର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍‍

ଭୁବନେଶ୍ୱର/କେନ୍ଦ୍ରାପଡା (ଶାସକ ପ୍ରଶାସକ) :  କେନ୍ଦ୍ରାପଡ଼ା ଜିଲ୍ଲା ଧୁମାତ ପଞ୍ଚାୟତ ବୈଷ୍ଣବ ସାହିର ସବିତା ଦାସ ସ୍ୱାମୀଙ୍କୁ ହରାଇ ବେସାହାରା ହୋଇପଡ଼ିଥିବା ବେଳେ ଦୀର୍ଘ ଦିନ ଧରି କିଡ୍‍ନୀ ରୋଗରେ ପୀଡ଼ିତ ରହି ବହୁ କଷ୍ଟରେ ତିନି ସନ୍ତାନଙ୍କୁ ନେଇ ଚଳୁଛନ୍ତି । ମାଆ ରୋଗ ଶଯ୍ୟାରେ…

କୋଭିଡ-୧୯ର ୭୩ଟି ପ୍ରକାର ଷ୍ଟ୍ରେନ ଚିହ୍ନଟ କଲେ ଭାରତୀୟ ଗବେଷକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରଥମ ଥର ପାଇଁ କୋଭିଡ୍-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟ୍ରେନ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ । ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚୁ୍ୟଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ  ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ…

ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ରଖିବା ପାଇଁ ୧୬ ଗୋଟି ଜ୍ୱର ପରୀକ୍ଷଣ କେନ୍ଦ୍ର ଓ ୨ଟି ଆଣ୍ଟିଜେନ…

 http://www.youtube.com/watch?v=9M0LECZ9YcQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ  କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସଙ୍ଗିନ ଲାଗିଛି । ସଦରମହକୁମା    ଏହାକୁ ଦୃଷ୍ଟିରେ ରଖି ଏବଂ ଏହାକୁ ଖୁବଶୀଘ୍ର ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା…