ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରାଦେଶୀ ମଦ କାରବାର ବୃଦ୍ଧି
କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରାଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି I ବାଲିଗୁଡା ସହର ସମେତ ମହାସିଙ୍ଗ, ବୁଡଗୁଡା, ତିଲୋରୀ, ବୁରଙ୍ଗିଆ, ବାରଖମା, ସୁଡ୍ରା, ଖମନଖୋଲ, ମିଡ଼ିଆକିଆ, ରେବୀଙ୍ଗିଆ, କୁଟିକିଆ,…