ମନ୍ତ୍ରୀ ସୁଶାନ୍ତଙ୍କ ସହିତ କଥା ହେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ବରଗଡ :- ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ କରୋନା ରିପୋର୍ଟ ପୋଜିଟିଭ ଆସିଛି । ମନ୍ତ୍ରୀ ନିଜେ ଏହି ଖବର ଟ୍ୱିଟ କରି ଦେଇଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା କହିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର କ୍ୟାବିନେଟ ସହଯୋଗୀ ଶ୍ରୀ ସିଂ ଙ୍କର…