ଇନ୍ଦୋର ଚଇଥ୍ରାମ ଓ କବିତଖେଡ଼ିର ବାୟୋ ସିଏନଜି ପ୍ଲାଂଟ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ବର୍ଜ୍ୟବସ୍ତୁ ପରିଚାଳନା ନେଇ ଇନ୍ଦୋର ମହାନିଗର ନିଗମ ଏବଂ ଇଣ୍ଡିଆନ ଅଏଲର ଅଫିସରଙ୍କ ସହ ଆଲୋଚନା
ଘରୋଇ ବର୍ଜ୍ୟବସ୍ତୁକୁ ବ୍ୟବହାର ଯୋଗ୍ୟ ଇନ୍ଧନରେ ପରିଣତ କରାଯାଉଛି
ନୂଆଦିଲ୍ଲୀ,– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମଧ୍ୟପ୍ରଦେଶର ଇନ୍ଦୋର ସହର ଗସ୍ତ କରି ଏକ ବୈଠକରେ…