ଚିନ୍ତାରେ ମୂର୍ତ୍ତି କାରିଗର,ଦ୍ୱନ୍ଦରେ ଛାତ୍ରଛାତ୍ରୀ !
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନୀରାୟଣ ସାହୁ :କରୋନା କଟକଣା ଯୋଗୁଁ ଗତ ଦିନରେ ଯେଉଁ ସବୁ ପର୍ବ ପର୍ବାଣି ପଡ଼ିଛି ତାହାକୁ ନିରାଡାମ୍ବର ଭାବେ ପାଳନ କରାଯାଇଛି। ଏପରିକି ସ୍ୱାଧୀନତା ଦିବସରେ ମଧ୍ୟ କେବଳ ଜାତୀୟ ପତାକା ଉତ୍ତୋଳନ କରାଯାଇଛି କିନ୍ତୁ କଟକଣା ଯୋଗୁଁ ପୂର୍ବବର୍ଷ ପରି…