ଶିଖାରାଣୀଙ୍କୁ ଡକ୍ଟରେଟ , ଚାରିଆଡୁ ଶୁଭେଚ୍ଛା ସୁଅ
ଭଟଲି / (ସୁଧୀର ତ୍ରିପାଠୀ ):- ବରଗଡ଼ ଜିଲ୍ଲାର ଆମ୍ବଭନା ବ୍ଲକ କୁମ୍ଭୋ ଗ୍ରାମ ପଂଚାୟତର ପ୍ରଥମ ମହିଲାଭାବେ ଡ. ଶିଖାରାଣୀ ସାହୁ ଡକ୍ଟରେଟ ଉପାଧୀ ହାସଲ କରିଛନ୍ତି । ସେ ସାନସରାଇପାଲି ଗ୍ରାମର ନିବାସୀ ଅବିଭକ୍ତ କଣ୍ଡପଲା ଗ୍ରାମପଂଚାୟତର ପୂର୍ବତନ ସରପଂଚ, ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ…