୧୦  ପ୍ରାଣହାନୀ ସହ ଆଜି ସବୁ ଜିଲ୍ଲାରୁ ମିଶେଇକି ୨୯୯୩

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଆଜି ରାଜ୍ୟରେ ପାଖାପାଖି ତିନି ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି |  ତାଜ୍ୟରେ ଆଜି ରାଜ୍ୟରେ ୩୦  ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୯୯୩ ଜଣ କରୋନା ପଜିଟିଭ |  ଆଜି ରାଜ୍ୟରେ ୨୯୯୩ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ…

ଆଉ କେତେ ଦିନ ଏମିତି ଚାଲିବ ବିକାଶର ସ୍ଲୋଗାନ !!!

ଗୋଟିଏ ନାଳ ଡେଇ  3 କିମି କାନ୍ଧରେ ବୋହି ଶବକୁ ଗାଁକୁ ଆଣିଲେ ଗ୍ରାମବାସୀ  । ପଦ୍ମପୁର- ପଦ୍ମପୁର ବ୍ଲକ କନସିଂହା ପଞ୍ଚାୟତ ବଇଦପାଳି ଗ୍ରାମରେ ଦେଖା ହୋଇଛି ଏପରି ଏକ ଅଭାବନିୟ ଘଟଣା । ମୃତ ବ୍ୟକ୍ତି ବିହାରୀ ନେଟୀ (ବୟସ 55) ଶବ ଗାଁକୁ ଆଣିବା ପାଇଁ ଗୋଟିଏ ନାଳ ଓ  3 କିମି ଯାଇ ସେଠୁ…

ବ୍ରିଜ୍ ଉପରେ ବିରାଟ୍ ଗାତ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ -: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ର ବିଶିପାଲି ଛକ  ଠାରୁ  ସୋନପୁର ଜିଲ୍ଲାକୁ  ସଂଯୋଗ କରିଥିବା ୨୪ ନମ୍ବର ଜାତୀୟ ରାଜପଥ ରାସ୍ତାର ଧଉରାଖମଣ ଗ୍ରାମ ନିକଟସ୍ଥ ଶଗଡିଆ ବ୍ରିଜ୍ ଉପରେ ଏକ ବିରାଟ ଗାତ ସ୍ରୁଷ୍ଟି…

୩୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା 

ଦେଶରେ କରୋନା  ୬୯,୨୩୯ /୯୧୨ ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ୩୦ ଲକ୍ଷ ଅଙ୍କ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୬୯,୨୩୯  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୯୧୨ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା…

ଆଧାର ସାଜିଛି କଣ୍ଟା : ୮୫ ବର୍ଷର ବୃଦ୍ଧା ପାଇଲେନି ଭତ୍ତା 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ତହସିଲ ନନ୍ଦିଘୋର ଗ୍ରାମର ସ୍ୱର୍ଗତ ମାଟିଆ ସାହୁଙ୍କ ପତ୍ନୀ ଅମୃତୀ ସାହୁ(୮୫)ଙ୍କ ଶେଷ ସାହାରା ଥିଲା ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ବାର୍ଦ୍ଧକ୍ୟ ଭତା । ଶେଷରେ ସେତକ ବନ୍ଦ ହୋଇ ଯିବାରୁ ଅବଶିଷ୍ଟ ଜୀବନ ଜିଇଁବା ଦୁର୍ବିସହ ହୋଇ ପଡିଛି ତାଙ୍କ ପାଇଁ ।…

ଅଳ୍ପ ପୁଞ୍ଜି ଓ ସୀମିତ ଜମିରେ ହୋଇପାରିବ ଲାଭଜନକ ମାଛଚାଷ 

ବାୟୋଫ୍ଲକ ( ଜୈବ ପୁଞ୍ଜ ) ଭଳି ଅଭିନବ ପଦ୍ଧତିକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ  ମାଛ ଚାଷ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ବାୟୋଫ୍ଲକ  ପଦ୍ଧତି  ଘରର ଉଚ୍ଚ ସ୍ଥାନ, ଛାତ ଉପରେ , ବାଡ଼ିରେ ଥିବା ଖୋଲା ଜାଗାରେ ବି କରାଯାଇପାରିବ ମାଛଚାଷ   ସ୍ଥାନୀୟ…

 କେନ୍ଦ୍ର ସରକାରଙ୍କ “ରାଷ୍ଟ୍ରୀୟ ନିଯୁକ୍ତି ସଂସ୍ଥା” ଗଠନକୁ  ଅଧ୍ୟାପକ ମହଲରେ ସ୍ୱାଗତ

http://www.youtube.com/watch?v=mtItvTvpQVU ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ ଓ ଅନୁମୋଦନ କରା ଯାଇଥିବା "ରାଷ୍ଟ୍ରୀୟ ନିଯୁକ୍ତି ସଂସ୍ଥା" ପ୍ରତି ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ମହଲରେ ସ୍ୱାଗତ କରାଯିବା…

ନାବାଳକ ଯୌନ ବ୍ୟଭିଚାର ମାମଲାରେ କେନ୍ଦ୍ରର ହସ୍ତକ୍ଷେପ।

ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଲେ NCCPR ଅଧ୍ୟକ୍ଷ। ଝାରସୁଗୁଡ଼ା :( ସୁଭାଷ ସହାରେ)- ଝାରସୁଗୁଡ଼ାର ଏକ ସେଲଟର ହୋମରେ ସଂସ୍ଥାପକଙ୍କ ଦ୍ବାରା ଆସିଥିବା ଯୌନ ନିର୍ଯାତନା ଘଟଣାକୁ ଗୁରୁତର ସହକାରେ ନେଇଛି କେନ୍ଦ୍ର । ଭାରତ ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ…

ଦକ୍ଷିଣ ପୂର୍ବ ରେଳପଥର ବଡ଼ପୁଲିଆ ନିକଟରେ ଏକ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର।

ଝାରସୁଗୁଡା:( ସୁଭାଷ ସହାରେ)  ଦକ୍ଷିଣ ପୂର୍ବ ରେଳପଥର  ଧୁତରା ରେଳ ଷ୍ଟେସନ ନିକଟସ୍ଥ ମଝି ବଡପୁଲିଆ ରେଲୱେ ଗ୍ରିଡପଏଣ୍ଟ ଡାଉନଲାଇନ ଖୁଣ୍ଟ ନଂ. ୫୦୭/୧୮ ପାଖରେ ପ୍ରାୟ ୪୦ ବର୍ଷର ଏକ ଅଚିହ୍ନା ଯୁବର ମୃତଦେହ ପଡ଼ି ରହିଥିବା ଶୁକ୍ରବାର ସନ୍ଧ୍ୟାରେ ଡାଉନ ଇଣ୍ଟରସିଟି ଏକ୍ସପ୍ରେସ୍ ଡ୍ରାଇଭର…

କଣ୍ଟେନମେଣ୍ଟ ଜୋନରେ ମଧ୍ୟ ପକ୍ଷପାତିତା! 

http://www.youtube.com/watch?v=E2fj7e3hBNM ଝାରସୁଗୁଡ଼ା :(ସୁଭାଷ ସହାରେ);ଝାରସୁଗୁଡା ଜିଲ୍ଲା ସଦର ବ୍ଲକର କୁରେବଗା ଗାଁରେ ଗତକାଲି 11 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଗାଁକୁ ସିଲ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ପ୍ରଶାସନ।କିନ୍ତୁ କଣ୍ଟେନମେଣ୍ଟ ଘୋଷଣା ର 24…