କର୍ମୀଙ୍କ ମନୋବଳ ବଢାଇବାକୁ ପୁରନ୍ଦେଶ୍ୱରୀ ନେଇଛନ୍ତି ମିଛର ଆସରା : ବିଜେଡି
ପୁରନ୍ଦେଶ୍ୱରୀଙ୍କ ଏଭଳି ମିଛ ଓ ପ୍ରବଞ୍ଚନା ଓଡିଶାବାସୀଙ୍କ ନିକଟରେ କାମ ଦେବନାହିଁ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଦୁଇ ଦୁଇଟି ଉପନିର୍ବାଚନରେ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମନୋବଳ ଭାଙ୍ଗିଯାଇଥିବା ବିଜେପି କର୍ମକର୍ତ୍ତାଙ୍କ ଉତ୍ସାହ ବଢାଇବାପାଇଁ ରାଜ୍ୟ ଗସ୍ତରେ ଆସିଥିବା ବିଜେପିର…