କରୋନା ଆକ୍ରାନ୍ତ ହେଲେ ରାଜ୍ୟର ତୃତୀୟ ମନ୍ତ୍ରୀ ପଦ୍ମିନୀ
ଭୁବନେଶ୍ୱର/କୋରାପୁଟ : ଗତକାଲି ପଟାଂଗୀ ବିଧାୟକ ପ୍ରିତମ ପାଢ଼ୀଙ୍କୁ କରୋନା ହୋଇଥିବା ବେଳେ ନବୀନ ବାବୁଙ୍କ ମନ୍ତ୍ରୀମଣ୍ଡଳର ତୃତୀୟ ମନ୍ତ୍ରୀ ଭାବେ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି କୋଟପାଡ଼ ବିଧାୟିକା ତଥା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ | ସେ ହୋମ ଆଇସଲେସନରେ…