ଆକ୍ରାନ୍ତଙ୍କ ସଂଖ୍ୟା : ଦେଶରେ ଟପିଲା ୪୯ ଲକ୍ଷ, ରାଜ୍ୟରେ ୧୫୮୬୫୦

ଆଜି ଭାରତରେ କରୋନା ୮୩,୮୦୯/୧,୦୫୪: ଓଡ଼ିଶାରେ ୩୬୪୫ /୮  ନୂଆଦିଲ୍ଲୀ/ଭୁବନେଶ୍ୱର  (ଶାସକ ପ୍ରଶାସକ) :  ଆଜି ସାରା ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଉପରେ ଥିବା ବେଳେ ରାଜ୍ୟରେ ୩୬୪୫ ଜଣ ଆକ୍ରାନ୍ତ ଚିହ୍ନଟ ହେବ ସହ ୮ ଜଣଙ୍କ ପ୍ରାଣ ହାନି ହୋଇଛି |  ଗତ ୨୪ ଘଣ୍ଟା ଭିତରେ…

ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ପରଲୋକ 

ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପଦ୍ମପୁର: ପଦ୍ମପୁର ପୂର୍ବତନ ବିଧାୟକ ତଥା  ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ଗତ ସୋମବାର ରାତିରେ ପରଲୋକ ହୋଇଯାଇଛି  । ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ବୟସ ହେଉଥିଲା  ।…

ବିଜେପି ତଥ୍ୟ ଅନୁସନ୍ଧାନକାରୀ ଦଳ ପରିଦର୍ଶନ କଲେ ରେଙ୍ଗାଲି ଅଞ୍ଚଳର ପାଉଁଶ ପୋଖରୀ l

     ପାଉଁଶ ପୋଖରୀ ପରିବର୍ତ୍ତେ ତିଆରି ହେଉଛି ପାଉଁଶର କୁତ୍ରିମ ପାହାଡ଼ମାନ । କମ୍ପାନୀ କତ୍ତୃପକ୍ଷର ଲୋକ ମାରଣାନୀତିକୁ ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅଘୋଷିତ ସମର୍ଥନ । ଅଞ୍ଚଳ ପରିଦର୍ଶନ ଓ ଲୋକଙ୍କ ସହିତ ଆଲୋଚନା ପରେ କ୍ରୋଧିତ ଓ ଚିନ୍ତିତ ଦଳ ର…

ଏଏନଏମ ବଦଳିକୁ ନେଇ ଚାଲିଛି ଶସ୍ତା ରାଜନୀତି :କାର୍ଯକାରୀ ହୋଇ ପାରୁନାହିଁ ବଦଳି ଅଦେଶ

ବରଗଡ :- ଗତ ଅଗଷ୍ଟ ମାସ ଛବିଶ ତାରିଖ ଦିନ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସିଏଚସିର ଇଂଚାର୍ଜ ସ୍ଥାନୀୟ ତିନିଗୋଟି ଏଏନଏମ  ସେଣ୍ଟର ର ଏଏନଏମ  ଦିଦି ମାନଙ୍କର ବଦଳି ପାଇଁ ଚିଠି ନମ୍ବର 226 ଜାରି କରିଥିଲେ । ଏଥିରେ ବର୍ତମାନ ପାଇକମାଲ ସବସେଣ୍ଟରରେ କାର୍ଯରତ ଲିଲି ଦୀପଙ୍କୁ ପଲସଦା…

ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ 

ମୟୂରଭଞ୍ଜରୁ ୧୦ ପରୀକ୍ଷା କେନ୍ଦ୍ର ମାଧ୍ୟମରେ ୧ ହଜାର ୨୮୫ ପରୀକ୍ଷାର୍ଥୀ ପରୀକ୍ଷାରେ ଓ   ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୫୧୬ ଛାତ୍ରଛାତ୍ରୀ ବସିଲେ ବାରିପଦା(ଦିଲ୍ଲୀପ ମହାନ୍ତି )-  ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ସପ୍ଲିମଣ୍ଟୋରୀ…

 ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଷୋଡଶ ଓଡିଶା ବିଧାନସଭାର ଚତୁର୍ଥ ଅଧିବେଶନ ତଥା ବିଧାନସଭାର ବିଳମ୍ବିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ | ଏହା ଅକ୍ଟୋବର ୭ ତାରିଖ ଦିନ ପର୍ଯ୍ୟନ୍ତ ଚାଲିବ | ଏଥିନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଏହି ଅଧିବେଶନରେ…

ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଜେଇଇ ମେନ୍ ପରୀକ୍ଷାରେ ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଦ୍ୟ ପ୍ରକାଶିତ ଜେଇଇ ମେଇନ୍ ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ବର୍ଷ ବିଦ୍ୟାଳୟର ୮ ଜଣ ଛାତ୍ର ଛାତ୍ରୀ ଜେଇଇ ଆଡ଼ଭାନ୍ସ (jee adv) ପାଇଁ କୃତକାର୍ଯ୍ୟ…

ପିଆଜ ଯିବନି ବାହାରକୁ : ରପ୍ତାନି ତୁରନ୍ତ ପ୍ରଭାବ ସହିତ ନିଷିଦ୍ଧ

ନୂଆଦିଲ୍ଲୀ(ସ୍ୱତନ୍ତ୍ର ପ୍ରତିନିଧି ) : ଦେଶରୁ ବାହାରକୁ ପିଆଜ ରପ୍ତାନି ଉପରେ ଲାଗିଲା ରୋକ | ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି)  ଏ ସମ୍ପର୍କିତ ଏକ ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡିଛି| ସମସ୍ତ ପ୍ରକାରର ପିଆଜ ରପ୍ତାନି  ତୁରନ୍ତ ପ୍ରଭାବ ସହିତ ନିଷିଦ୍ଧ କରାଗଲା…

ପୂର୍ବତଟ ରେଳପଥର ନୂତନ ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଭାରତୀୟ ରେଳବାଇ କାର୍ମିକ ସେବା 1987 ବ୍ୟାଚ୍ ର ବରିଷ୍ଠ ଅଧିକାରୀ ଶ୍ରୀ ତୁଷାର କାନ୍ତି ମଣ୍ଡଳ ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି I ପୂର୍ବତଟ ରେଳପଥରେ ଯୋଗଦାନ ପୂର୍ବରୁ ଶ୍ରୀ ମଣ୍ଡଳ ମୁମ୍ବାଇ ସ୍ଥିତ କେନ୍ଦ୍ରୀୟ…

କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ମାନବରହିତ ଲେବଲ କ୍ରସିଂ ବନ୍ଦ

ସମ୍ବଲପୁର-ଅନୁଗୁଳ ରେଳପଥରେ କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ଉପମାର୍ଗ କାର୍ଯ୍ୟକ୍ଷମ ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର-ଅନୁଗୁଳ ରେଳପଥରେ କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ରାସ୍ତା ବ୍ୟବହାରକାରୀଙ୍କ ସୁବିଧାପାଇଁ ରେଳଧାରଣା ତଳେ ରୋଡ଼ ଅଣ୍ଡର ବ୍ରିଜ (ଉପମାର୍ଗ)କୁ…