ନିର୍ଦ୍ଦେଶକ ଶେଖର କାପୁର ଏଫଟିଆଇଆଇ ଅଧ୍ୟକ୍ଷ
ନୂଆଦିଲ୍ଲୀ/ ଶାସକ ପ୍ରଶାସକ: ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ଶେଖର କାପୁରଙ୍କୁ ଏଫଟିଆଇଆଇ ସୋସାଇଟିର ସଭାପତି ତଥା ଏଫଟିଆଇଆଇର ପରିଚାଳନା ପରିଷଦର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି | ଏହି ପରିପ୍ରେକ୍ଷୀରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆଜି ଏକ ବିଜ୍ଞପ୍ତି ପ୍ରକାଶ…