ଅଟଳ ସୁଡ଼ଙ୍ଗ : ଲୋକାର୍ପଣ ଅପେକ୍ଷାରେ ବିଶ୍ୱର ଦୀର୍ଘତମ ସୁଡ଼ଙ୍ଗ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 3, 2020ରେ ରୋହତଙ୍ଗସ୍ଥିତ ଅଟଳ ସୁଡଙ୍ଗକୁ ଉଦଘାଟନ କରିବେ । ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ । ଏହାର ଦୈର୍ଘ୍ୟ 9.02 କିଲୋମିଟର ଏବଂ ଏହା ବର୍ଷତମାମ ମନାଲୀକୁ ଲାହୌଲ- ସ୍ପିତି ଉପତ୍ୟକା…