ସ୍ବାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘର ବାର୍ଷିକ ଉତ୍ସବ ପାଳିତ
ଝାରସୁଗୁଡା/ସୁବାସ ସାହାରେ :ବୁରୋମାଲ ବୁଡପଡା ଉପକଣ୍ଠରେ ଥିବା ସ୍ୱାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘର ୧୧ ତମ ବାର୍ଷିକ ଉତ୍ସବ ତଥ ସ୍ବାମୀ ବିବେକାନନ୍ଦଙ୍କ 158 ତମ ଜନ୍ମବାର୍ଷିକୀ ତଥା ସ୍ୱାମୀ ବିବେକାନନ୍ଦ ସମାଜକଲ୍ୟାଣ ସଂଘ ଅବସରରେ ସ୍ଥାନୀୟ ବୁରୋମାଲ ବୁଡ଼ା ପଡାଠାରେ ଏକ ବୃକ୍ଷ…