ଚୋରା ବାଲି ଚାଲାଣ : ୩୫ ହଜାର ଜରିମାନା ଆଦାୟ
ଝାରବନ୍ଧ-ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲର ସାନକଂଜାରୀ ଅଙ୍ଗନଦୀ ବାଲି ଘାଟରୁ ବେଆଇନ ବାଲି ଚୋରା ଚାଲାଣ କରୁଥିବା ବେଳେ ଗୋଟିଏ ଡମ୍ଫର ,ଗୋଟିଏ ଟ୍ରାକ୍ଟର ରୁ ୨୫ହଜାର ଏବଂ ୧୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ଗଣମାଧ୍ୟମ ପ୍ରତିନିଧି ଙ୍କୁ…