ଦଳୀୟ ପ୍ରାର୍ଥୀ ମାନସଙ୍କ ପାଇଁ ବିଜେପି ରାଜ୍ୟ ସଭାପତିଙ୍କ ପ୍ରଚାର ଜାରି
ବାଲେଶ୍ୱର,(ଶାସକ ପ୍ରଶାସକ): ଚଳିତ ବାଲେଶ୍ୱର ସଦର ଉପ-ନର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରମୁଖ ଦଳମାନଙ୍କର ହେଭିୱେଟ୍ ନେତାମାନେ ପ୍ରଚାର ଜାରି ରଖିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପ୍ରାର୍ଥୀ…