ସିଲ ହେଲା ଏକ୍ସିସ୍ ବ୍ୟାଙ୍କ।

ଟିଟିଲାଗଡ,( ଗୌରବ ଦର୍ଜୀ  )-ଆଜି ଟିଟିଲାଗଡ ପୌର ପରିଷଦ ସିଲ୍ କରିଛି ଟିଟିଲାଗଡ ସହର ମଧ୍ୟସ୍ଥ ଏକ୍ସିସ୍ ବ୍ୟାଙ୍କ କୁ। ଟିଟିଲାଗଡ ସହର ର ସମସ୍ତ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ସହର ର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମୁଖ୍ୟ ରାସ୍ତା କୁ ଲାଗି ରହିଛି। ସହର ମଧ୍ୟରେ …

ଆଇ.ଏମ.ଏସ ଓ ସମ୍ ହସପିଟାଲରେ  ନୂତନ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ଭୁବନେଶ୍ୱର : ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ୍ ସାଇନସେସ ଆଣ୍ଡ ସମ୍ ହସପିଟାଲର ୧୪ ତମ ଏମ.ବି.ବି.ଏସ (୨୦୨୦-୨୧) ବ୍ୟାଚର ନୂତନ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ…

ଫେବୃଆରୀ ୧୦ରୁ ପିଜି ପାର୍ଟ ୱାନ ଓ ପ୍ରି-ଫାଇନାଲ ଇୟର କ୍ଲାସ : ପରୀକ୍ଷା ତାରିଖ ହେଲା ଘୋଷଣା

ଭୁବନେଶ୍ୱର (ଶାସକ ପ୍ରଶାସକ) ଆସନ୍ତା ଫେବୃଆରୀ ୧୦ ତାରିଖରୁ ପିଜି ପାର୍ଟ ୱାନ ଓ ପ୍ରି-ଫାଇନାଲ ଇୟର କ୍ଲାସ ଆରମ୍ଭ ହେବ |  ତେଣୁ ହଷ୍ଟେଲ ସବୁ ୮ ତାରିଖରୁ ଖୋଲାଯିବ | କୋଭିଡି ଗାଇଡ଼ଲାଇନ ପାଳନ କରି କ୍ଲାସ କରାଯିବ ବୋଲି ସୂଚନା ଦେଇଛନ୍ତି ଉଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ | …

୫-ଟି ଅନୁପାଳନ ପୂର୍ବକ ଧାର୍ଯ୍ୟ ସମୟରେ କାର୍ଯ୍ୟ ସାର, ନହେଲେ କାର୍ଯ୍ୟାନୁଷ୍ଠାନ 

ପୌର ଅଧିକାରୀମାନଙ୍କୁ ନଗର ଉନ୍ନୟନ ପ୍ରମୁଖ ସଚିବ ମାଥିଙ୍କ ତାଗିଦ   ୪ ଟି ଜିଲ୍ଲାର ଏନ୍.ଏ.ସି ଓ ପୌରପାଳିକା ଗୁଡିକର ସମୀକ୍ଷା: ସହରାଂଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ନିଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ୱ ଭୁବନେଶ୍ୱର…

ସାବାସ ଅଶୋକ : ସତରେ, ଯିଏ ଅଙ୍ଗେ ନିଭେଇଛି ସିଏ ଵୁଝିବ

ବଲାଙ୍ଗୀର/ ସ୍ୱତନ୍ତ୍ର ପ୍ରତିନିଧି :  ପୁଣି ଚର୍ଚ୍ଚାରେ ଖପ୍ରାଖୋଲ ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗର ପ୍ରୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ ଅଶୋକ କୁମାର ଦାସ, ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଭିନ୍ନକ୍ଷମ ବୈଲୋଚନ କୁ ବଢ଼ାଇଲେ ସହାୟତା ର ହାତ | ଘଟଣାଟି ଦେଖିବାକୁ ମିଳିଛି ପାଟଣାଗଡ ରୁ ଖପ୍ରାଖୋଲ…

ଚର୍ଚାରେ ସ୍ୱାମୀଙ୍କ ତେଲ ଟୁଇଟ : ରାବଣ ରାଜ୍ୟରେ ଶସ୍ତା 

ନୁଆଦିଲ୍ଲୀ : ସବୁବେଳେ ରୋକଠୋକ ବୟାନ ଆଉ "ଜରା ହଟକେ" କାର୍ଯ୍ୟ ପାଇଁ ଚର୍ଚାରେ ରହୁଥିବା ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ପୁଣି ଆଜି ତେଲ ଟୁଇଟକୁ ନେଇ ଚର୍ଚାରେ | ସେ ଆଜି ଏକ ରୋଚକ ଟୁଇଟ କରିଛନ୍ତି ତେଲକୁ ନେଇ | ଦେଇଛନ୍ତି ତୁଳନାତ୍ମକ ଚିତ୍ର | ସେ ବିଶେଷ କିଛି ଲେଖି…

ପାଇଖାନା ପଇସା ବି : ମହାଦୁର୍ନୀତିର ଅଭିଯୋଗ ଆଣିଲେ ଯୁବ ସମାଜ ସେବୀ

କଣ୍ଟାବାଞ୍ଜି(ଚୁଡାମଣି ସୁନା): ସରକାର ଲୋକଙ୍କ ଜନମଂଗଳ କାମ ପାଇଁ ଅନେକ ଯୋଜନା କରିଛନ୍ତି । ଯୋଜନାରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଂକା । ହେଲେ ପ୍ରଶାସନିକ ଉଦାସିନତା ଓ ଦୁର୍ନିତିଖୋର ଅଧିକାରିଙ୍କ ଯୋଗୁ ଏହି ସବୁ ଯୋଜନା ସତେ ଯେମିତି ବାଟ ମାରଣା ହେଇ ଯାଉଛି । ଯୋଜନାରେ ଆସୁଥିବା…

ଡ଼ିଏସପି ଭାବେ ପଦୋନ୍ନତି ପାଇବା ପରେ ଶୁଭେଚ୍ଛା ସୂଅ 

ଝାରବନ୍ଧ-ମନୋହର ଦାଶ: ଜଗଦଳପୁର ଆଇଆଇସି ଲିଲିମା ଲଲିତା ବାର୍ଳାଙ୍କୁ ଡିଏସପି ଭାବେ ପଦୋନ୍ନତି ମିଳିଛି | ତାଙ୍କର ପଦୋନ୍ନତି ଖବର ଜଣାପଡିବା ପରେ ଜଗଦଲପୁରବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ " ନିଷ୍ଠାର ସହିତ ଲୋକଙ୍କ ପାଇଁ କାର୍ଯ୍ୟ କରି ସେମାନଙ୍କୁ ସେବା ଯୋଗାଇ ଦେବା ମୋ…

ମୟୂରଭଞ୍ଜରେ ‘ପରୀକ୍ଷା ଦର୍ପଣ’ ପୁସ୍ତକ ବଣ୍ଟନ ଆରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସରକାରୀ ବିଦ୍ୟାଳୟ ବିଦ୍ୟାଳୟଗୁଡ଼ିକରେ ଅଧୟୟନରତ ୧୦ମ ଶ୍ରେଣୀ ରେଗୁଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ପରୀକ୍ଷା ଦର୍ପଣ’ ପୁସ୍ତକ ବଣ୍ଟନ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକଙ୍କ…

ମାନସ ବେହେରା ହେଲେ ଭଞ୍ଜସେନାର ଯୁବ ଶାଖା ସଭାପତି 

ବାରିପଦା(ଦିଲ୍ଲୀପ ମହାନ୍ତି )- ମାନସ କୁମାର ବେହେରା ହେଲେ ଭଞ୍ଜସେନାର ଯୁବ ଶାଖା ସଭାପତି ।  ଭଞ୍ଜସେନାର ପ୍ରତିଷ୍ଠାତା  କଳିଙ୍ଗ କେଶରୀ ଜେନାଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଆନୁଷ୍ଠାନିକ  ଭାବେ ସେନାର ଯୁବ ଶାଖା ସଭାପତି ଭାବେ ଶ୍ରୀବେହେରାଙ୍କ ନାମ ଘୋଷଣା କରିବା…