ବିଜୟା ଦଶମୀ ରେ ବଙ୍ଗୀୟ ସମ୍ପ୍ରଦାୟର ଅନନ୍ୟ ପରମ୍ପରା ସିନ୍ଦୁର ଖେଳ
ସମ୍ବଲପୁର / ରମାକାନ୍ତ ବିଶ୍ୱାଳ : ଏଥର102 ବର୍ଷରେ ପଦାର୍ପଣ କରିଥିଲା କାଳିବାଡିର ଦୁର୍ଗାପୂଜା।ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ରେ ଏଠି ଅନୁଷ୍ଠିତ ହୁଏ ସିନ୍ଦୁର ଖେଳ। ସିନ୍ଦୁର ଖେଳ ବଙ୍ଗାଳି ସମ୍ପ୍ରଦାୟର ଏକ ଅନନ୍ୟ ପର୍ବ। ସିନ୍ଦୁର ଖେଳ ଦିନ ବଙ୍ଗାଳି ସହ ଅନ୍ୟ ସମ୍ପ୍ରଦାୟର ମହିଳା ମାନେ…