ହାତୀ ହଜାଇଛନ୍ତି ଲୋକଙ୍କ ନିଦ : କୁମ୍ଭକର୍ଣ୍ଣ ନିଦରେ ବନ ବିଭାଗ
http://www.youtube.com/watch?v=RA_-P59-NeE
ସମ୍ବଲପୁର ଜିଲ୍ଲାରେ ହାତୀ ଉପଦ୍ରବ ସମସ୍ୟା ପ୍ରତିକାର ପାଇଁ ଉଦ୍ୟମ କରୁନାହାଁନ୍ତି ବିଭାଗୀୟ ଅଧିକାରୀ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ବର୍ତ୍ତମାନ ସମଗ୍ର ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳରେ ଲୋକେ ଦନ୍ତାହାତୀ ଆତଙ୍କରେ…