ଟାଳ ଉ.ପ୍ରା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ପ୍ରଶାସନିକ ଅଧିକାରୀ
ପଦ୍ମପୁର(ଶାସକ ପ୍ରଶାସକ) - ବରଗଡ ଜିଲ୍ଳା ରାଜବୋଡାସମ୍ବର ବିଇଓ କାର୍ଯ୍ୟାଳୟ ଅଧିନରେ ଆସୁଥିବା ଟାଳସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ନେଇଛନ୍ତି ସେହି ସ୍କୁଲର ପୁରାତନ ଛାତ୍ର ତଥା ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ମହେନ୍ଦ୍ର ବଢେଇ ।…