ପାରିପାର୍ଶ୍ଵିକ ଗ୍ରାମବାସୀଙ୍କ ଜୀବିକା ନିର୍ବାହରେ ସହାୟତା ପାଇଁ ବେଦାନ୍ତ ବଢ଼ାଇଛି ସହଯୋଗର ହାତ 

ଜୀବିକା ପ୍ରୋତ୍ସାହନ ପାଇଁ ଲାଞ୍ଜିଗଡରେ ସରକାରଙ୍କ କୁକୁଡ଼ା ପାଳନ ଯୋଜନା କାର୍ଯ୍ୟାନ୍ୱୟନରେ ବେଦାନ୍ତର ସହଭାଗିତା ଲାଞ୍ଜିଗଡ଼/କଳାହାଣ୍ଡି (ଶାସକ ପ୍ରଶାସକ):ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ତରଫରୁ ପାରିପାର୍ଶ୍ଵିକ ଗ୍ରାମବାସୀଙ୍କ ଜୀବିକା ନିର୍ବାହରେ…

ରାସ୍ତା ନିର୍ମାଣ ସାମଗ୍ରୀ ଚୋରି କରିବା ଅଭିଯୋଗରେ ଜଣେ ଗିରଫ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଲ ପୋଲିସ ସତ୍ୟଜିତ ମିଶ୍ର ନାମରେ ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତିକୁ ଚୋରି ଅଭିଯୋଗରେ ଗିରଫ କରିଛି ।ବଡ଼ମାଲ ପୋଲିସ ଏକ କେସ ନଂ 198/04.11.20 u/s 379 ଆଇପିସି ଧାରାରେ କେସ ରୁଜୁ କରିଛି।  ଅଭିଯୁକ୍ତ ବେଦାନ୍ତ ରେଲୱେର ଭୂତଳ ରୋଡରେ…

ଝାରସୁଗୁଡାର ୨୭ଟି ଗ୍ରାମରେ ବେଦାନ୍ତ ତରଫରୁ ହସ୍ତ ପ୍ରକ୍ଷାଳନ ଓ ହସ୍ତ-ସ୍ୱଚ୍ଛତା ଅଭିଯାନ ।

ଝାରସୁଗୁଡା :(ସୁଭାଷ ସହାରେ) ବେଦାନ୍ତ ତରଫରୁ ଝାରସୁଗୁଡାର ପରିପାର୍ଶ୍ଵରେ ଥିବା ୨୭ଟିଗ୍ରାମରେ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତା ନେଇ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛିI ଝାରସୁଗୁଡା ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ସହଭାଗିତାରେ ଏହି ଅଭିଯାନ ୧୫ ଅକ୍ଟାେବରରୁ ଆରମ୍ଭ ହୋଇ ୩୦…

ଦୀପାଙ୍କ ଟୁଇଟ ପରେ ହରିଜନ ପରିବାରର ଆବାସ ସ୍ବପ୍ନ ହେବ ସାକାର 

"ଶାସକ ପ୍ରଶାସକ"ର ଛୋଟ ଉଦ୍ୟମ ଆଣିଦେଲା ବଡ ଖୁସି ଖବର  ଧର୍ମଗଡ ସୁଶାନ୍ତ ରାଉତ :  ଶାସକ ପ୍ରଶାସକର ଛୋଟ ଉଦ୍ୟମ ଆଣିଦେଲା ଏକ ଅବହେଳିତ ପରିବାର ପାଇଁ ଆଣିଦେଲା ବଡ ଖୁସି ଖବର | ଗତ ମାସ ଛଅ ତାରିଖ ଦିନ ଆମ "ଶାସକ ପ୍ରଶାସକ" ପୋର୍ଟାଲରେ ଆମେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳର ଜଗଦେଵ…

ଓଡ଼ିଶା ମୋ ପରିବାର ,ଜୀବନବିନ୍ଦୁ ଏବଂ ୟୁନାଇଟେଡ଼ ଗ୍ରୁପ ଆନୁକୂଲ୍ୟରେ ରକ୍ତଦାନ ଶିବିର

 ସୋହେଲା (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଏବଂ ସୋହେଲା ଅଂଚଳର ପ୍ରିୟ ନେତା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଠାରେ ଓଡ଼ିଶା ମୋ ପରିବାର ,ଜୀବନବିନ୍ଦୁ ଏବଂ ୟୁନାଇଟେଡ଼ ଗ୍ରୁପ…

ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ଅପରେସନରେ ପୋଲିସକୁ ବଡ଼ ସଫଳତା ।

ମାଲକାନଗିରି: (ବି ଶ୍ରୀନିବାସ ପାତ୍ର )- ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଓଡିଶା ପୋଲିସ ତରଫରୁ ଏକ ବ୍ୟାପକ ମଲ୍ଟି ପାର୍ଟି ଅପରେସନ୍ ଆରମ୍ଭ କରିଥିଲା । ଏହି ମିଳିତ ଅପରେସନରେ ଓଡିଶା ପୋଲିସ, ବିଏସଏଫ ଏବଂ ଆନ୍ଧ୍ରପ୍ରଦେଶ ପୋଲିସର ଟିମ୍ ଅଂଶଗ୍ରହଣ କରିଥିଲେ । ଏହି ଅପରେସନ୍ ଗୁରାସେଥୁ…

ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ସିଡିପିଓ ଙ୍କର ଦ୍ୱାରା ସିଝିଲାନି ଭାଜିସାଗ  ଦିଦିଙ୍କର ବଦଳି ଦାବିକଲେ ଗ୍ରାମବାସୀ ବରଗଡ :- ସରକାର ଅଙ୍ଗନବାଡି କେନ୍ଦ୍ର ଜରିଆରେ ମୁଖ୍ୟତଃ ମହିଳା ଓ ଶିଶୁ ମାନଙ୍କର ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି । ମୂଖ୍ୟତଃ ଗର୍ଭବତୀ ମହିଳା ଙ୍କର ସ୍ୱାସ୍ଥ୍ୟ ତଥା ଶିଶୁ…

କୋଭିଡ ମୁକାବିଲା :  ରାଜ୍ୟରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥତା ହାର

http://www.youtube.com/watch?v=IxCMEK1MO58  ମୁଖ୍ୟମନ୍ତ୍ରୀ କଲେ ରାଜ୍ୟରେ କୋଭିଡି ସ୍ଥିତିର ସମୀକ୍ଷା   ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଏଡାଇବା ପାଇଁ ସତର୍କତା ପାଇଁ ଦେଲେ ନିର୍ଦ୍ଦେଶ   କୋଭିଡ ପରବର୍ତ୍ତୀ ଯତ୍ନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ପୂଜା ସମୟରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଦେଶରେ ଦ୍ରୁତ ବିକାଶ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ବିହାରରେ କେନ୍ଦ୍ରମନ୍ତ୍ରୀଙ୍କ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର • ବଗହା, ରିଗା ଏବଂ ଅରାଇ ନିର୍ବାଚନ ମଣ୍ଡଳିରେ ପ୍ରଚାର • ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କଲେ ନିବେଦନ • ବିହାରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନରାତି କାର୍ଯ୍ୟରତ ଏନଡିଏ ସରକାର • ବିହାରବାସୀ ଯୁବରାଜଙ୍କ…

ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ -2020 ଉଦଯାପିତ  |

ଭୁବନେଶ୍ୱର (ଶାସକ ପ୍ରଶାସକ): ପୂର୍ବତଟ ରେଳପଥ ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ ହେଉଥିବା ସତର୍କତା ସଚେତନତା ସପ୍ତାହ ଆଜି ଶେଷ ହୋଇଛି | ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ବରିଷ୍ଠ ଉପମହାପ୍ରବନ୍ଧକ, ପ୍ରମୁଖ…