ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆଗାମୀ ବର୍ଷର ପଦୋନ୍ନତି ପ୍ରକ୍ରିୟା ଶେଷ କର : ମୁଖ୍ୟ ଶାସନ ସଚିବ
ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ କର୍ମଚାରୀ ମହଲରେ ଖୁସି ସଂଚାର
ଭୁବନେଶ୍ୱର( ଶାସକ ପ୍ରଶାସକ) : ରାଜ୍ୟ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାରମ୍ବାର ହେଉଥିବା ଅହେତୁକ ବିଲମ୍ବକୁ ଦୃଷ୍ଟିରେ ରଖି, ଆଗାମୀ ବର୍ଷ ୨୦୨୧ର ବିଭିନ୍ନ ପଦୋନ୍ନତି ପାଇଁ ସମସ୍ତ ପ୍ରକ୍ରିୟା ଚଳିତ…