ଆମ ରାଜ୍ୟରେ ସରକାର ସତରେ ଅପାରଗ ନା ଉଦାସୀନ !!!
ପାରଳା ମହାରାଜାଙ୍କ ଜାଗାରେ ମଧ୍ୟ ଆନ୍ଧ୍ର ଅକ୍ତିଆର କରି ସ୍କୁଲ ଚଳାଇଛି
ସୀମା ବିବାଦ ନେଇ ଉତ୍କଳ ସମ୍ମିଳନୀର କ୍ଷୋଭ
ଏ ସମସ୍ୟା ଆଜିର ନୁହେଁ | କେବେଠୁ ରାଜ୍ୟ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଂଜି ଆନ୍ଧ୍ର ତାର କାରସାଦି କରିଚାଲିଛି | ଓଡିଶା ପକ୍ଷରୁ କୌଣସି କଂକ୍ରିଟ କାର୍ଯ୍ୟାନୁଷ୍ଠାନ…