” ଭାଷା ମୋ ଓଡ଼ିଆ–ସବୁଠୁ ବଢିଆ” : ମା’ମାଟି ମାତୃଭାଷାର ବିକାଶ ହିଁ ଶୃଙ୍ଖଳିତ ସଂସ୍କୃତି
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବାହ୍ନ ୧୧ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ଟା ଯାଏ ଭରଚ୍ୟୁଅଲ୍ ମାଧ୍ୟମରେ "ବିଶ୍ୱ ମାତୃଭାଷା ଦିବସ" ପାଳନ କରାଯାଇଛି।
ଓଡିଶା ସାହିତ୍ୟ…