ଏ ମାସରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଦ୍ୱିତୀୟ ଯକୃତ ପ୍ରତ୍ୟାରୋପଣ 

ଭୁବନେଶ୍ୱର,: ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ ଗତ ମାର୍ଚ୍ଚ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ କରାଯାଇଥିବା ବେଳେ…

ଜୁଆଆଡ୍ଡା ଉପରେ ଚଢ଼ାଉ ;ତେଇଶ ହଜାର ଟଙ୍କା ,ଚାରି ବାଇକ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ

ବରଗଡ :- ଜୁଆଆଡ୍ଡା ଉପରେ ଚଢ଼ାଉ କରି ଜୁଆ ଖେଳୁଥିବା ପାଞ୍ଚଜଣ ଯୁବକ ସହିତ ୨୩୨୫୦ (ତେଇଶ ହଜାର ଦୁଇଶହ ପଚାଶ)ଟଙ୍କା , ଚାରିଗୋଟି ମୋଟର ସାଇକଲ , ଛଅ ଗୋଟି ମୋବାଇଲ ଫୋନ ସହିତ ଜୁଆ ଖେଳ ପାଇଁ ୧୫୬ଗୋଟି ବ୍ୟବହୃତ ତାସ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ପାଇକମାଲ ପୋଲିସ ।…

କୋଭିଡ ଟୀକା – ଷାଠିଏ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଟିକା ବିତରଣରେ…

ବର୍ତ୍ତମାନ ପରିସ୍ଥିତିରେ ମାସ୍କ ହିଁ ଫଳପ୍ରଦ ପ୍ରତିରୋଧ    ଭୁବନେଶ୍ବର,:  କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା  ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ…

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ : ଭୁବନେଶ୍ୱର ରେଳଷ୍ଟେସନରେ କେବଳ ମାଷ୍ଟର କ୍ୟାଣ୍ଟିନ ପଟରୁ ଏଣ୍ଟ୍ରି 

 କୋବିଡ୍ ୧୯ ପ୍ରୋଟୋକଲ୍ ପରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପ୍ଲାଟଫର୍ମ ନମ୍ବର -1 ମାଷ୍ଟର କ୍ୟାଣ୍ଟିନ ସାଇଡ୍ ପ୍ରବେଶ ଅନୁମତି ଦିଆଯାଇଅଛି | ● ଯାତ୍ରୀମାନେ ଟ୍ରେନ ଛାଡିବାର ଅତିକମରେ 90 ମିନିଟ ପୂର୍ବରୁ ପହଞ୍ଚିବାକୁ ଅନୁରୋଧ କରାଯାଇଛି | ● ନିଶ୍ଚିତ ହୋଇଥିବା (କନଫର୍ମ) ଟିକେଟ୍ ଥିବା…

ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର : ମଣ୍ଡଳ ସ୍ତରରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷିତ କରିବ ବିଜେପି

ଭୁବନେଶ୍ୱର: ବିଜେପି ଏକ ଭିନ୍ନ ରାଜନୈତିକ ଦଳ । ଆର୍ଦଶ, ବିଚାର, ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାର କ୍ୟାଡର ଭିତିକ ଦଳ । ସଙ୍ଗଠନ ନିର୍ବାଚନ ସହ ପଦାଧିକାରୀ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ବର୍ଗ ମାଧ୍ୟମରେ ପ୍ରଶିକ୍ଷିତ କରାଇବା ଏକ ନିୟମିତ ପ୍ରକ୍ରିୟା । ସମଗ୍ର ଦେଶରେ ଅଖିଳ ଭାରତୀୟ ମଣ୍ଡଳ…

ସଂସାର ଉଚ୍ଛନ୍ନ ହେଇଗଲାଣି, ସରକାର କରନ୍ତୁ ସୁଵିଚାର

ବିବାହ, ବ୍ରତ ଓ ସାଂସ୍କୃତିକ ଉତ୍ସବରେ ବାଜା , ଟେଣ୍ଟ୍ ଓ ଲାଇଟ୍ ର ବ୍ୟବହାର ପାଇଁ ଅନୁମତି ସକାଶେ ଉପଜିଲ୍ଲପାଳ ଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି ଟେଣ୍ଟ୍ ମାଲିକ ସଂଘ। ଟିଟିଲାଗଡ, (ଗୌରବ ଦର୍ଜୀ)- ଚଲିତ ବର୍ଷ ମାର୍ଚ୍ଚ ମାସ ୨୦୨୦ ରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ବରେ ମହାମାରୀ…

ସମରେ  ଅତ୍ୟାଧୁନିକ ଏଣ୍ଡୋସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶଲ୍ୟ ଚିକିତ୍ସା ବିଭାଗ ଅଧିନରେ ଅତ୍ୟାଧୁନିକ ଏଣ୍ଡୋସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ବିଭାଗରେ ତିନୋଟି ଏଣ୍ଡୋଟ୍ରେନର୍…

 ସବାସ ପ୍ରଦୀପ,  ତୁମ ମଣିଷପଣିଆ ପାଇଁ 

 ହରଭଙ୍ଗା/ପ୍ରତାପ ମେହେର: ରାସ୍ତାରୁ ଶିଶୁର ମୃତ ଦେହକୁ କାରରେ ନେଇ ଘରେ ଛାଡି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ଜଣେ ଯୁବକ। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ  ଜିଲା ହରଭଙ୍ଗା ବ୍ଲକରେ। ଉକ୍ତ ଯୁବକ ଜଣକ ହେଲେ ପୁରୁଣା କଟକର ପ୍ରଦୀପ କୁମାର ଛତ୍ରିଆ। ସୂଚନାଯୋଗ୍ୟ, ବ୍ଲକର ତିଳେଶ୍ୱର…

ଓଏଏଲପି-5ରେ ଆବଂଟିତ 11 ବ୍ଲକ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଚୁକ୍ତିସ୍ୱାକ୍ଷର

ଇ ଏବଂ ପି ସେକ୍ଟରରେ କ୍ରମାଗତ ସଂସ୍କାର ଭାରତକୁ ଉର୍ଜା କ୍ଷେତ୍ରରେ କରିଛି ଆତ୍ମନିର୍ଭର - ଧର୍ମେନ୍ଦ୍ର ପ୍ରଧାନ • ଇଣ୍ଡିଆନ ଅଏଲ ଏବଂ ଓଏନଜିସିକୁ ଅଭିନନ୍ଦନ ଜଣାଇଲେ • ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅନ୍ୱେଷଣ ପ୍ରକ୍ରିୟା ଏବଂ ଉତ୍ପାଦନରେ ଦ୍ରୁତ ବୃଦ୍ଧି ହେବ • ଘରୋଇ ଉତ୍ପାଦନକୁ ବୃଦ୍ଧି…

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସମ୍ବର୍ଧନା । 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ  ବିଜେଡି ସଭାପତି ଅଶୋକ ଗୁରୁଙ୍କ ନେତୃତ୍ୱ ରେ ଆଜି ସାଲେପଡା ଛକ ଠାରେ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,(ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ) ମନ୍ତ୍ରୀ ଙ୍କୁ ସମର୍ଦ୍ଧନା ଦିଆଯାଇଥିଲା ଏ ଅବସରରେ ରେଙ୍ଗାଲି…