ବେଆଇନ ବାଲି ଚୋରାଚାଲାଣ : ଚାଳିଶ ହଜାର ଫାଇନ କଲେ ତହସିଲଦାର 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ନୂଆପଡା ଜିଲ୍ଲା ପଟରୁ ପାଇକମାଲ ବ୍ଲକ ର ବିଭିନ୍ନ ସୀମାବର୍ତ୍ତି ଅଂଚଳ ମାନଙ୍କୁ ପ୍ରତ୍ୟେକ ଦିନ ବେଆଇନ ଭାବରେ ବାଲି ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ପାଇକମାଲ ବ୍ଲକ ମୁଖ୍ୟାଳୟ ରୁ ଅଧିକ ଦୂର ଥିବା କାରଣରୁ ଚୋରା ଚାଲାଣ କାରୀ ମାନଙ୍କୁ…

ଝାରବନ୍ଧ ପଂଚାୟତ ପ୍ରାଙ୍ଗଣରେ ଆର୍ନ୍ତଜାତୀୟ ମହିଳା ଦିବସ ପ୍ରତିଭା- ୨୦୨୧

 ସର୍ବସଧାରଣ ସମ୍ପତିର ସୁରକ୍ଷା ପାଇଁ ମହିଳାଙ୍କ ପଦଯାତ୍ରା ଓ ଶପଥ ପାଇକମାଳ:  ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଝାରବନ୍ଧ ପଂଚାୟତ ଅଫିସ ପରିସରରେ ୨୦୦ରୁ ଉଦ୍ଧ୍ୱର୍ ମହିଳାଙ୍କୁ ନେଇ ସୋମବାର ପଂଚାୟତ ସ୍ତରୀୟ ଆର୍ନ୍ତଜାତୀୟ ମହିଳା ଦିବସ ପ୍ରତିଭା- ୨୦୨୧ ମାସ୍ ଅନୁଷ୍ଠାନ , ପାଇକମାଳ ଦ୍ୱାରା   …

ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ରେ ସହରବାସୀ ନାରାଜ୍। 

ଟିଟିଲାଗଡ ( ଗୌରବ ଦର୍ଜୀ  ) -ଆଜି ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ୱାର୍ଡ ନଂ ୧୦ ର ଦୁଇଟି ଘର ଓ ପୁରୁଣା ଅଙ୍ଗନୱାଡ଼ି ଘର  କୁ ଜବର ଦଖଲ ଉଚ୍ଛେଦ ଅଭିଯୋଗ ରେ ଭାଙ୍ଗି…

ଅଂଶୁଘାତ ମୁକାବିଲା ପାଇଁ ଉପଖଣ୍ଡ ପ୍ରଶାସନର ପ୍ରସ୍ତୁତି ବୈଠକ। 

ଟିଟିଲାଗଡ,( ଗୌରବ ଦର୍ଜୀ )-ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଟିଟିଲାଗଡ ଉପଖଣ୍ଡ ରେ ଅଂଶୁଘାତ ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଟିଟିଲାଗଡ , କଣ୍ଟାବାଞ୍ଜି ପୌରାଞ୍ଚଳ ସମେତ ସମସ୍ତ ବ୍ଲକ୍ ରେ ପାନୀୟ…

ବିଶ୍ୱ ମହିଳା ଦିବସ ଅବସରରେ ବିରାଟ ମହିଳା ସମାବେଶ

https://www.youtube.com/watch?v=-A3kEFSU4BM ବରଗଡ :- ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ବରଗଡ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ପ୍ରତକ୍ଷ ତତ୍ୱବାଧାନରେ କେରମେଲାବାହାଲ ଠାରେ ଏକ ବିରାଟ ମହିଳା ସମାବେଶର…

ଗଣଦୁଷ୍କର୍ମ ପିଡିତାଙ୍କୁ ନ୍ୟାୟ ପ୍ରଦାନ ଦାବୀ : ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ…

ସମ୍ବଲପୁର (ରମାକାନ୍ତବିଶ୍ବାଳ)- ସମ୍ବଲପୁର ଜିଲ୍ଲା ଧମା  ଥାନା ଅନ୍ତର୍ଗତ ସାହାସପୁର ଅଞ୍ଚଳର ଗରିବ ନିରୀହ ଆଦିବାସୀ ନାବାଳିକା ଝିଅ ପ୍ରତି ହୋଇଥିବା ଗଣଦୁଷ୍କର୍ମ ଓ ପରେ ହତ୍ୟା ଉଦ୍ୟମ ରେ ଜଡିତ ଅପରାଧୀ ଙ୍କୁ ଶୀଘ୍ର ଗିରଫ କରିବା ଓ ପୀଡିତା  କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ସମ୍ବଲପୁର…

ପୁରୁଷଙ୍କ ଠାରୁ ମହିଳା କୌଣସି ଗୁଣରେ କମ ନୁହଁନ୍ତି   

https://www.youtube.com/watch?v=yBqcU4_tUAw ସମ୍ବଲପୁର ରେ ଆନ୍ତର୍ଜାତିକ ମହିଳା ଦିବସ ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):-ସମ୍ବଲପୁର ଜିଲ୍ଲା ମେଘପାଲ ପଞ୍ଚାୟତ ଠାରେ ଜନକଲ୍ୟାଣ ସେବା ଟ୍ରଷ୍ଠ ଓ ଉତ୍କଲିୟମ ଫାଉଣ୍ଡେସନ ପକ୍ଷରୁ ମିଲିତ ଭାବରେ ଆନ୍ତର୍ଜାତିକ ମହିଳା ଦିବସ ପାଲନ…

ମିଶନ ଶକ୍ତି ସାରା ବିଶ୍ବରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହେବ : ମୁଖ୍ୟମନ୍ତ୍ରୀ

https://www.youtube.com/watch?v=HuE7C4XBa8E ରାଜ୍ୟ ସ୍ତରୀୟ ବିଶ୍ଵ ମହିଳା ଦିବସ ପାଳିତ ମିଶନ ଶକ୍ତି ଏକ କୋଟି ମା ଙ୍କର ବିରାଟ ଆନ୍ଦୋଳନ ହେବାକୁ ଯାଉଛି  ଯେଉଁ ଦେଶରେ ମା ଆଗୁଆ ସେ ଦେଶ  ଉନ୍ନତ। ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୦୧ ମାର୍ଚ୍ଚ ୮  ତାରିଖରେ ଲାଗିଥିବା ଗୋଟିଏ…

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ହର୍ଷବର୍ଦ୍ଧନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଦେଶରେ ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନରୁ ଗୋଟିଏ ଭୁବନେଶ୍ୱରରେ ପ୍ରତିଷ୍ଠା କରିବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର  ନୂଆଦିଲ୍ଲୀ/ଭୁବନେଶ୍ୱର,- ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା…

ବନଅଗ୍ନି ଅଘଟଣ : ରାଜ୍ୟ ସରକାର ଗଢିଲେ ସ୍ୱତନ୍ତ୍ର ଟାସ୍କ ଫୋର୍ସ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ରାଜ୍ୟରେ ଘଟୁଥିବା ବନଅଗ୍ନି ଅଘଟଣକୁ ଦୃଷ୍ଟି ରଖି ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ ଜିତେନ୍ଦ୍ର କୁମାରଙ୍କ ଅଧ୍ୟଷତାରେ ଗଠିତ ଏହି ଟାସ୍କଫୋର୍ସରେ କାର୍ଯ୍ୟକାରୀ ପିସିସିଏଫ ୱାଇଲଡ଼ ଲାଇଫ ଶଶୀ ପଲ, ଏଫଏସଆଇ ଡେରାଡୁନର…