ସେହେଡ଼ା ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବିଶ୍ବ ମହିଳା ଦିବସ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ସେହେଡ଼ା ଅନୁଷ୍ଠାନ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଝାରସୁଗୁଡ଼ାର ସ୍ବାଭିମାନ ଗୃହ ପରିସରରେ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ବିଶ୍ୱ ମହିଳା ଦିବସର ଗୁରୁତ୍ବ ଓ ମହିଳାମାନଙ୍କ ଅଧିକାର ବିଷୟରେ ଆଲୋଚନା…