ମ୍ୟାଲେରିଆ ନିରାକରଣରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା : 2019 ରେ କମିଛି 40.35%

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମ୍ୟାଲେରିଆ ରିପୋର୍ଟ 2020 ପ୍ରକାଶିତ • ମ୍ୟାଲେରିଆ ବୋଝ ହ୍ରାସ କରିବାରେ ଭାରତର ଉଲ୍ଲେଖନୀୟ ସଫଳତା ଜାରି • ରୋଗ ପ୍ରଭାବିତ ଏକମାତ୍ର ଦେଶ ଭାବେ ଭାରତରେ 2018 ତୁଳନାରେ 2019ରେ 17.6% ହ୍ରାସ ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

୯୫ ବର୍ଷରେ ପଦାର୍ପଣ କଲା ଐତିହ ସମ୍ପନ୍ନ ପୁରୀ ବିଏନଆର ହୋଟେଲ ।

ଭୁବନେଶ୍ୱର (ଶାସକ ପ୍ରଶାସକ) : ପବିତ୍ର ଜଗନ୍ନାଥଧାମ ପୁରୀ ସମୁଦ୍ରକୂଳ ନିକଟରେ ଅବସ୍ଥିତ ବିଏନଆର ହୋଟେଲ ହେଉଛି ଏକ  ଭାରତୀୟ ରେଳପଥର ପାରମ୍ପାରିକ ଐତିହ ବହନ କରୁଥିବା ହୋଟେଲ ସମ୍ପତ୍ତି, ଯାହା ଅତିଥିମାନଙ୍କୁ ଏକ ଭିନ୍ନ ସ୍ବାଦର ଆତିଥେୟତା ଓ ଆରାମଦାୟକ ରହଣି ପ୍ରଦାନ କରିଥାଏ | ପୁରାତନ…

୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ ୧୦% ହ୍ରାସ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ – ଧର୍ମେନ୍ଦ୍ର ପ୍ରଧାନ

“ଆତ୍ମନିର୍ଭର ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ର ପାଇଁ ୨୦୩୦ର ଭିଜନ” ୱେବିନାରରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର– ୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଭାରତ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି ବୁଧବାର ସ୍ୱରାଜ୍ୟ ପକ୍ଷରୁ ଆୟୋଜିତ…

ସାରସ୍ୱତ ସାଧକ, କବି ତଥା ସାମ୍ବାଦିକ ଦାମୋଦର ପଣ୍ଡାଙ୍କ ପରଲୋକ l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସାରସ୍ୱତ ସାଧକ, କବି ତଥା ସାମ୍ବାଦିକ ଦାମୋଦର ପଣ୍ଡା (୬୮)ଙ୍କ ଆଜି ଅପରାହ୍ନ  ୫ଟାରେ ହୃଦ୍‌ଘାତରେ ଦେହାନ୍ତ ହୋଇଛି l ଗତ ୨୩ ତାରିଖ ତାଙ୍କ ଶତାୟୁ ମାଆଙ୍କ ବିୟୋଗ ଘଟିଥିଲା । ଆଜି ତାଙ୍କ ଆକସ୍ମିକ ମୃତ୍ୟୁ ସାରା ସମ୍ବଲପୁର ସହରକୁ ସ୍ତବ୍ଧ କରିଦେଇଛି ।…

ଗୌରଚନ୍ଦ୍ର ଚୌଧୁରୀଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ସ୍ଥାନୀୟ ବସନ୍ତ ବିହାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାସ ଭବନ ଠାରେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ବିଶିଷ୍ଟ ଶିକ୍ଷାବିତ୍ , କବି ,ଲେଖକ , ପ୍ରାବନ୍ଧିକ , ସମାଲୋଚକ ଦିବଂଗତ  ଗୌରଚନ୍ଦ୍ର ଚୌଧୁରୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ…

ଲୁଟ ସୁନା ଅଳଙ୍କାର ଜବତ ;  ୭ ଗିରଫ

ଭଞ୍ଜନଗର / ବଡଗଡ଼ ( ନିଲୁ ବିଷୋୟୀ)/- ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧିନରେ ହୋଇଥିବା ଏକ ଡକାୟତି ମାମଲାର ତଦନ୍ତ କରି ପୁଲିସ୍ ଆଜି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ ଗତମାସ ୧୮ ତାରିଖ ଦିନ ସଂନ୍ଧ୍ୟା ସମୟରେ ବଡ଼ଗଡ ବଡଦାଣ୍ଡ ସାହିରେ ଥିବା କେ ସୀମାଦ୍ରୀ…

ଜଙ୍ଗଲରୁ ମାଙ୍କଡ ମାଂସ ନେଇ ଆସୁଥିବା ଯୁବକକୁ ଗିରଫ କଲା ବନବିଭାଗ

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ) : ସମ୍ବଲପୁର ଜିଲ୍ଲା  ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କଦଳିଗଡ ଅଂଚଳରୁ ମାଙ୍କଡ ମାଂସ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ବଡବାହାଳ ରେଞ୍ଜ ଅଧିନସ୍ଥ କଦଳିଗଡ…

ଭରତାପୁରରେ ଦୋକାନୀକୁ ମରଣାତ୍ମକ ଆକ୍ରମଣ

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ): ସମ୍ବଲପୁର ଜିଲ୍ଲା  ଚାରମାଳ ଥାନା ଭରତାପୁରରେ ଜନୈକ ଦୋକାନୀକୁ ସଂଘବଦ୍ଧ ଭାବରେ ମରଣାତ୍ମକ ଆକ୍ରମଣ ହୋଇଥିବା ଆହତ ଙ୍କ ମାଆ ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ଥାନା ଭରତାପୁର…

ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶିକାର ଘଟଣା: ୨ ଶିକାରୀଙ୍କୁ କୋର୍ଟ ଚାଲାଣ

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ବନବିଭାଗ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଆଦି ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ରେଢାଖୋଲ ଏସ୍‌ଡିଜେଏମ୍…

ରୋଗାକ୍ରାନ୍ତ ବିନୋଦ ଙ୍କୁ ସହାୟତାର ହାତ ବଢ଼ାଇଲେ ସମାଜସେବୀ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ରୋଗ ଶଯ୍ୟା ରେ ପଡି ଆଜକୁ ୨ ବର୍ଷ ହେବ ଛଟପଟ ହେଉଥିବା ଭଞ୍ଜନଗର ବ୍ଳକ ଲାଲସିଂ ଗ୍ରାମର ବିନୋଦ କୁମାର ସାହୁ ଙ୍କ ପରିବାର କୁ ସମାଜସେବୀ ସନତ କୁମାର ସାହୁ, ଶୂଳପାଣି ଶତପଥୀ ଓ ପଞ୍ଚାନନ ପାଳ ସହାୟତାର ହାତ ବଢ଼ାଇଛନ୍ତି । ସେମାନେ ବିନୋଦଙ୍କ ଘରକୁ ଯାଇ ଏକ ମାସର…