ବ୍ୟାପୁଛି ଅଜଣା ରେ।ଗ, ମୁହଁ ମେ।ଡି ପଡୁଛନ୍ତି ଲେ।କ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଏଲୁରୁ ସହରରେ ଏବେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯୨ ଜଣ ଅସୁସ୍ଥ ହୋଇପଡିଛନ୍ତି । କ୍ରମାଗତ ଭାବେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଚିକିତ୍ସା ପରେ ପ୍ରାୟ ୧୪୦ ଜଣ ରୋଗୀ…

ପ୍ରଦୀପଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବେ ଲୋକାୟୁକ୍ତ : ମୁଖ୍ୟମନ୍ତ୍ରୀ କଲେ ସୁପାରିଶ 

ଭୁବନେଶ୍ୱର (ଶାସକ ପ୍ରଶାସକ): ବିଜେଡିରୁ ବହିସ୍କୃତ ବିଧାୟକ ଡ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାୟୁକ୍ତ ଦ୍ୱାରା ତଦନ୍ତ ବା ଅନୁସନ୍ଧାନ ପାଇଁ ସୁପାରିଶ କରିଛନ୍ତି । ଜଣେ ରାଜନେତାଙ୍କ ବିରୋଧରେ ଆସିଥିବା…

ବିଜେଡିର ସଂପୂର୍ଣ୍ଣ ନୀରବତା  ଚାଷୀକୂଳ ପ୍ରତି ଚରମ ଧୋକା: ନିରଞ୍ଜନ 

 କୃଷକ ସଂଗଠନଗୁଡିକ ପକ୍ଷରୁ ଆସନ୍ତାକାଲି ଡିସେମ୍ବର ୮  ଭାରତ ବନ୍ଦ ଡାକରାକୁ ଅନ୍ୟ ରାଜ୍ୟର ଆଂଚଳିକ ଦଳ ସମର୍ଥନ କରୁଥିବା ବେଳେ ବିଜୁ ଜନତା ଦଳ ଚୁପ୍ କାହିଁକି - ନିରଞ୍ଜନ ଭୁବନେଶ୍ୱର– କେନ୍ଦ୍ରର ମୋଦୀ ନେତୃତ୍ୱ ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ…

କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚୋରି ଘଟଣା : ୩ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ।

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର ହୋଇଛି । କରୋନା ମହାମାରୀ ସମୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଟିଏମ୍‌ସିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀ ଲଗାଯାଇଥିଲା । ଯାହାକୁ ଚୋରୀ କରାଯାଇଥିବାର…

ବିଜେପିର ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଖୋର୍ଦ୍ଧା : ଗଡ଼ମାଣତୀରର ମା’ରାମଚଣ୍ଡୀଙ୍କ ପୀଠରେ ଭାରତୀୟ ଜନତା ପାର୍ଟିର ଦକ୍ଷିଣ ବେଗୁନିଆ ମଣ୍ଡଳ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜେ୍ଞଶ୍ୱର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ…

ଲୁଟ୍ ପାଇଁ ଘରେ ପଶି ବୀଭତ୍ସ ହତ୍ୟା !

ବ୍ରହ୍ମପୁର: ମୁଣ୍ଡ ଗଡ଼ିଲା, ଘରେ କଳାକନା ବୁଲିଲା । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ସନ୍ଧ୍ୟାରେ ଘରେ ପଶି ଦୁର୍ବୃତ୍ତ ଜଣକୁ ହତ୍ୟା କରି ଚମ୍ପଟ ମାରିଛନ୍ତି । ଚମାଖଣ୍ଡି ଥାନା ରଘୁନାଥପୁର ଗାଁରେ ଭୟଙ୍କର ହତ୍ୟାକାଣ୍ଡ ଘଟିଛି । ଗାଁର ବି.…

ବୀରମହାରାଜପୁରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଡ.ବି ଆର ଆମ୍ବେଦକର ସେବା ସଂଘ ଠାରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ . ଭୀମରାଓ  ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପରିଷଦର…

ଡିଆରଏମ ଦେଲେ ପ୍ରତିଶ୍ରୁତି, ସ୍ଥଗିତ ହେଲା ରେଳରୋକ ଆନ୍ଦୋଳନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଶେଷରେ ଡିଆରଏମ ଦେଲେ ପ୍ରତିଶ୍ରୁତି। ତାପରେ ପୂର୍ବ ଘୋଷିତ ରେଳ ଆନ୍ଦୋଳନକୁ ସ୍ଥଗିତ କଲେ ଲୋକେ। ଲୋକଙ୍କ ଦାବୀ ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହେଲେ ରେଳ ପ୍ରଶାସନ।  ସୂଚନାଯୋଗ୍ୟ ଯେ ଗତ ୬୦ ବର୍ଷ ହେବ ହାଓଡ଼ା ମୁମ୍ବାଇ ମେଲ ଏକ୍ସପ୍ରେସ୍ ବ୍ରଜରାଜନଗର ରେଳ…

ହାର ମାନିଛି ଶାରୀରିକ ଭିନ୍ନକ୍ଷମତା। 

ହ୍ବିଲ ଚେୟାର ସହାୟତାରେ ବୁଲି ବୁଲି ଆତ୍ମନିର୍ଭରଶୀଳ ହେଲେ ସୁବାସ।  ଝାରସୁଗୁଡ଼ା :(ସୁଭାଷ ସହାରେ)-ଭାରି ସ୍ବାଭିମାନୀ ସେ। ଶାରୀରିକ ଅକ୍ଷମତା ସତ୍ତ୍ୱେ କାହା ଆଗରେ ହାତ ପତାଇ ନାହାଁନ୍ତି ବା ହାର ମାନି ନାହାଁନ୍ତି ସୁଭାଷ ଚନ୍ଦ୍ର ଝା। ଏକ ହ୍ବିଲ ଚେୟାରରେ ବସି ଗାଁକୁ ଗାଁ ବୁଲି ସେ…

ବାବାସାହେବଙ୍କ ପରିନିର୍ବାଣ ଦିବସ ପାଳିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ଆଜି ସାରା ଦେଶରେ ପାଳିତ ହେଉଛି। ଏହି ଉପଲକ୍ଷେ ଦେଶର କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ…