ଉଦୟନାଥ ଫର୍ଣ୍ଣିଚରର ୧୩ତମ ଲକି ଡ୍ର ଉଠାଣ

 ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର'ର ବିଜେତା ହେଉଛନ୍ତି ଭରସୁଜା ର ଅନାଦି ଭୋଇ ।  ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରନ ବାଗଙ୍କ ପାଇଁ ସାତସପନ

ପଦ୍ମପୁର:କେନ୍ଦ୍ର ଓ ରାଜ୍ୟ ସରକାର ଦେଶରେ ଓ ରାଜ୍ୟରେ ପ୍ରତ୍ଯେକ ହିତାଧିକାରୀ ମାନଙ୍କୁ କଞ୍ଚା ଘରକୁ ପକ୍କାଘର ନିର୍ମାଣ କରି ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ରାଜ୍ୟରେ କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀ ଅଫିସର ମାନଙ୍କ ଓ ପଞ୍ଚାୟତ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ…

ଉଦଘାଟନ ଅପେକ୍ଷାରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଅଫିସ

ନୂଆପଡା :- ଆସନ୍ତା ଡ଼ିସେମ୍ବର ଷୋହଳ ତାରିଖ ସକାଳ ଏଗାର ଘଣ୍ଟାରେ ନୂଆପଡା ଜିଲ୍ଲା ମୁଖ୍ୟାଳୟରେ ନୂଆପଡା ଥାନା ସମ୍ମୁଖରେ ବିଜୁ ଯୁବ ଜନତା ଦଳର ନବ ନିର୍ମିତ ଅଫିସର ଶୁଭ ଉଦଘାଟନ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏହି ଅଫିସ ଉଦଘାଟନ କରିବାର…

ନିଷ୍ଠା ପରିବାର ତରଫରୁ କରୋନା ସଂକ୍ରମିତ ମୃତକଙ୍କ ଶବଦାହ

ବରଗଡ :- ବର୍ଗରଡ ଜିଲ୍ଲାର ପରିଚିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ନିଜର ଅନବରତ ସମାଜ ସେବା ପାଇଁ ଆଜି ବରଗଡ଼ ଜିଲ୍ଲାର ସବୁଠାରେ ପ୍ରଶଂସାର ପାତ୍ର ହୋଇ ପାରିଛି । ମୁଖ୍ୟତଃ କୋରୋନା କାଳରେ ଲକଡାଉନ ଆରମ୍ଭ ହେବା ପରଠାରୁ ନିଷ୍ଠାର ସ୍ବେଚ୍ଛାସେବୀ ବନ୍ଧୁ ମାନେ ଦିନରାତି ସବୁ…

ନୃସିଂହନାଥ ମନ୍ଦିରରେ କୋଡିଏ ଲକ୍ଷ ଟଙ୍କାରେ ତିଆରି ହେବ ରୋଷେଇ ଘର ଓ ଧର୍ମଶାଳା

ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ବର୍ଷ ତମାମ ଏହି ତୀର୍ଥ କ୍ଷେତ୍ରକୁ ତୀର୍ଥ ଯାତ୍ରୀ , ପର୍ଯଟକ , ଗବେଷକ ମାନଙ୍କର ସୁଅ ଛୁଟିଥାଏ । ମହାପ୍ରଭୁଙ୍କ ମନ୍ଦିରରେ ବର୍ଷ ସାରା ବିଭିନ୍ନ ପର୍ବ ଅବସରରେ ଲକ୍ଷ ଲକ୍ଷ ଲୋକଙ୍କ…

ଓଡ଼ିଶା ମାନବାଧିକାର ଆୟୁକ୍ତ ପକ୍ଷରୁ ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ

ଭୁବନେଶ୍ୱର : ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘରେ ମାନବାଧିକାର ଘୋଷଣାନାମା ସ୍ୱୀକୃତି ପାଇଥିଲାା ଏହି ଐତିହାସିକ ଦିନଟିକୁ ସେବେଠାରୁ ସାରା ବିଶ୍ୱ ମାନବାଧିକାର ଦିବସ ରୂପେ ପାଳନ କରିଆସୁଛିା ବୈଶ୍ୱିକ ମହାମାରୀ କୋଭିଡ୍-୧୯ ପରିପ୍ରେକ୍ଷୀରେ ଆଜି ଓଡ଼ିଶା ମାନବାଧିକାର…

ଭାରତ ବନାମ ଇଂଲଣ୍ଡ:  ଖେଳସୂଚୀ ଘୋଷଣା କଲା ବିସିସିଆଇ

ଅହମ୍ମଦାବାଦରେ ଆୟୋଜିତ ହେବ ଦିବାରାତ୍ର ଟେଷ୍ଟ ଏବଂ 5 ଟି-ଟ୍ୱେଣ୍ଟି  ପୁଣେରେ ହେବ ଦିନିକିଆ ମ୍ୟାଚ , ଚେନ୍ନାଇରେ ୨ ଟି ଟେଷ୍ଟ  ମୁମ୍ବାଇ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗୁରୁବାର ଦିନ ଇଂଲଣ୍ଡର ଭାରତ ଗସ୍ତ ପାଇଁ ଖେଳସୂଚୀ ଘୋଷଣା କରିଛି | ଯାହା ଫେବୃଆରୀ ୫ ରୁ ଚାରି…

ଡିସେମ୍ବର ୨୨ ରୁ କ୍ରିଷ୍ଣା କପ୍ କ୍ରିକେଟ୍

ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ ଆସନ୍ତା ଡିସେମ୍ବର ୨୨ ତାରିଖରୁ ୧୯ତମ କ୍ରିଷ୍ଣା କପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଅଛି। ଏଥିପାଇଁ ବୁଧବାର ଦିନ କ୍ରିଷ୍ଣା କ୍ରିକେଟ କ୍ଲବ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମତିଲ ସାହୁ ଙ୍କ…

ଜନ୍ମଦିନ ପାଳନ ବେଳେ ପିଲାଟି ଗିଳି ଦେଇଥିଲା ସେଫଟିପିନ 

୧୨ ମାସ ଶିଶୁର ଖାଦ୍ୟନଳୀରୁ ସେଫ୍ଟିପିନ୍ ବାହାର କଲେ ସମ୍ ଅଲ୍ଟିମେଟର  ସର୍ଜନ ଭୁବନେଶ୍ୱର(ଶାସକ ପ୍ରଶାସକ) : ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ବର୍ଷର ଶିଶୁର…

ରୋଗୀଙ୍କ ସୁବିଧା ପାଇଁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଲାଗିବ ଅତ୍ୟାଧୁନିକ ଲିଫ୍ଟ

ଆବଶ୍ୟକ ଥିବା ଅନ୍ୟାନ୍ୟ ସରଞ୍ଜାମର ଏକ ତାଲିକା ମାଗିଲେ ବିଧାୟକ ବିଜୟ ରଞ୍ଜନ ସିଂ ବରିହା  ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଗତ ଏକ ବର୍ଷ ହେବ ବାମ ଗୋଡ଼ର ଆଣ୍ଠୁ ତଳକୁ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ । ମୁଖ୍ୟତଃ ଲକଡାଉନ ପରେ ତାଙ୍କର ଏହି…